ପାଖେଇଲା ବାତ୍ୟା ଏହି ଜିଲ୍ଲାକୁ ଆଲର୍ଟ ଜାରି ହେଲା ଦେଖନ୍ତୁ । ଆପଣଙ୍କ ଜିଲ୍ଲାର ନାଁ ଅଛି ନା ନାହିଁ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟାକୁ ନେଇ ଏବେ ଛାନିଆ ହେଲେଣି ଲୋକେ ବାତ୍ୟା ହେବକି ନାହିଁ ଯଦି ହେବ କେଉଁଠି ମାଡ ହେବ ତେବେ ତିବ୍ରତା କେତେ ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ନୂଆ ରିପୋଟ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ଆସୁଥିବା ବାତ୍ୟା ମୋଚା ପ୍ରାଭାବ କେତେ ରହିବ ।

ବନ୍ଧୁଗଣ ସମୁଦ୍ରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ଖବର ଆସିବା ପରେ ଏବେ ଚିନ୍ତାରେ ଉପକୂଳ ବାସି । ଦକ୍ଷୀଣ ପୂର୍ବ ବଙ୍ଗପ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ ଆଜି ସନ୍ଧ୍ୟା ସୁଧା ଲଘୁଚାପର ରୁପ ନେବାର ସମ୍ଭାବନା ରହିଥିବା ଜଣା ପଡିଛି ।

rains

ଏହାପରେ 9 ତାରିଖ ବେଳକୁ ଅଧିକ ଘନିଭୂତ ହୋଇ ଅବପାତର ରୁପ ନେଇପାରେ ଭୂର୍ଣ୍ଣି ଝଡ଼ ପରେ ଏହା ସାମୁଦ୍ରିକ ଝଡ଼ର ରୁପ ନେଇପାରେ ଅର୍ଥାତ ବାତ୍ୟାର ରୁପ ନେଇପାରେ ତେବେ ଗତିପଥ କଣ ହେବ ଲଘୁଚାପ ହେଲା ପରେ ପୁରା ଚିତ୍ର ସ୍ପଷ୍ଟ ହେବ ବୋଲି କହିଛିି ପାଣିପାଗ ବିଭାଗ ।

ସେପଟେ ଉଇନ୍ ଡଟ କମ୍ ପଦର୍ଶିତ କରିଥିବା ଜିଏଫେସର ମଡେଲ ଚିତ୍ର ଅନୁସାରେ 9 ତାରିଖରୁ 12 ତାରିଖ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବ 10 ଓ 11 ତାରିଖରେ ଉପକୂଳ ଆଡକୁ ଗତି କରିପାରେ ବାତ୍ୟା ।

ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ କିନ୍ତୁ ବର୍ତ୍ତମାନର ଚିତ୍ର ଦର୍ଶାଉଛି ମିଆମାର ମୁହାଁ ହୋଇପାରେ ବାତ୍ୟା କିନ୍ତୁ IMD ବାତ୍ୟା ହେବ ବୋଲି ସ୍ପଷ୍ଟ କରିଛି , ଏହାପରେ ବି ମେ ମାସରେ ବାତ୍ୟା ବାମ୍ବାର ଆସୁଥିବାରୁ ଓଡ଼ିଶା ବାସିଙ୍କ ମନରେ ଛନକା ପସିଚି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *