ରୋଷଇ କରୁ କରୁ ଏମିତି କାଣ୍ଡ କରିଦେଲେ ରିୟା । ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଫିଲ୍ମୀ ଇଣ୍ଡଷ୍ଟ୍ରୀର ଚୁଲବୁଲି ଅଭିନେତ୍ରୀ ରିୟା ଦେ ନିଜ ଶାଶୁ ଘରେ ରୋଷେଇ କରୁଥିଲେ ତାପରେ ଯାହା ହେଲା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ମାନେ ଆମ ପୋଷ୍ଟକୁ ଶେଷ ଯାଏ ପଢ଼ନ୍ତୁ ନିଶ୍ଚୟ ଜାଣି ପାରିବେ ।

ସୂଚନା ଅନୁଯାଇ ଓଡ଼ିଆ ଅଭିନେତ୍ରୀ ରିୟା ଦେ ଗତ କିଛି ଦିନ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିବାହ ପରେ ବର୍ତ୍ତମାନ ଶାଶୁ ଘରେ ଅଛନ୍ତି । ଦିର୍ଘ ଦିନ ଧରି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି ରିୟା । ସେ ସୁପରହିଟ୍ ଚିଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ତାଙ୍କ ଚଳଚିତ୍ର ଦେଖିବାକୁ ଫ୍ୟାନ ମାନେ ଚାତକ ଭଳ ଚାହିଁ ବସିଛନ୍ତି ।

riya

ତେବେ ଖବର ଅନୁଯାଇ ରିୟା ଅନେକ ଦିନ ଧରି ସିଳ୍ପପତି ସୁନିଲ ଙ୍କୁ ଭଲ ପାଇ ଆସୁଥିଲେ ଏହା ପରେ ସେ ନିଷ୍ପତି ନେଲେ ବିବାହ କରିବା ପାଇଁ ଏହା ପରେ ସେ ସୁନିଲ ଙ୍କୁ ବିବାହ କରିଛନ୍ତି । ମୁକ୍ଷତ ସମସ୍ତ ଝଅ ର ସ୍ୱପ୍ନ ଥାଏ ଯେ ତାଙ୍କର ମନର ମଣିଷକୁ ବିବାହ କରିବା ଏବଂ ସେହି ସ୍ୱପ୍ନ ଯେତେବେଳେ ସତ ହେବାକୁ ଲାଗିଥାଏ ତେବେ ତାଙ୍କୁ ଦୁନିଆର ସବୁ ସୁଖ ଏକା ସହିତ ମିଳିଗଲା ଭଳି ମନେ ହୋଇଥାଏ ।

ରିୟା ବର୍ତ୍ତମାନ ନିଜ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ଅଭିନେତ୍ରୀ ରିୟାଙ୍କ ବିବାହରେ ଅନେକ ବଡ଼ ବଡ଼ ଓଡ଼ିଆ ଷ୍ଟାର ମାନଙ୍କର ସମାଗମ ହୋଇଥିଲା ତାଙ୍କର ବାହାଘରରେ ଅନ୍ୟାନ ଓଡ଼ିଆ ଅଭିନେତ୍ରୀ ମାନେ ରିୟାଙ୍କ ସହିତ ଖୁବ୍ ମଜା ମସ୍ତି କିରିଥିବା ନଜର ଆସିଥିଲେ । ତେବେ ରିୟା ନିଜ ଶାଶୁ ଘରେ ରୋଷେଇ କରି ବହୁତ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରୁଛନ୍ତି ଏବଂ ସେ ବହୁତ ଖୁସି ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *