ବାହାଘର ବେଦିରୁ ଉଠି ନଦୀକୁ ଡିଆଁ ମାରିଲେ ଓଡିଆ ହିରୋଇନ କୁକିଜ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ତେବେ ଓଡ଼ିଆ ଅଭିନେତ୍ରୀ କୁକିଜ ପୋଲ ଉପରୁ ଡେଉଁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ସମ୍ପୂର୍ଣ୍ଣ ବିଷୟରେ ଜାଣିବା ପାଇଁ ହେଲେ ଆପଣ ଆମେ ଏହି ପୋଷ୍ଟକୁ ଶେଷ ଯାଏ ପ଼ନ୍ତି ନିଶ୍ଚୟ ଜାଣିପାରିବେ ।

ଆପଣ ମାନେ ନିହାତି ଜାଣିଥିବେ ଓଡ଼ିଆ ଅଭିନେତ୍ରୀ କୁକିସଙ୍କୁ ଓଡ଼ିଆ ଅଭିନେତ୍ରୀ କୁକିଜ ଅନେକ ସରିଏଲ ଏବଂ ଆଲବମ ରେ କାମ କରିଛନ୍ତି , ଆପଣ ମାନେ ନିହାତି ତାଙ୍କୁ ଭଲ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଆକଟିଭ ରହୁଛି ଏବଂ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି ।

Cookies

ତେବେ ଓଡ଼ିଆ ଅଭିନେତ୍ରୀ କୁକିଜ ଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଓଡ଼ିଆ ଅଭିନେତ୍ରୀ କୁକିଜ ରଙ୍ଗିନ ସାଢ଼ିରେ ବଧୁ ବେଶରେ ସଜ ହୋଇଛନ୍ତି ଏବଂ ପୋଲ ଉପରୁ ଡେଉଁଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଓଡ଼ିଆ ଟିଭି ସିରିଏଲ ଅଭିନେତ୍ରୀ କୁକିସଙ୍କର ଏକ ଚଳଚିତ୍ର ଆସିବାକୁ ଯାଉଛି ଏବଂ ସେହି ଚଳଚିତ୍ରରେ ଏମିତି କିଛି ଦୃଶ୍ୟ ରହିଛି ଏହା ଆପଣ ଦେଖିବାକୁ ପାଇ ପାରିବେ ।

ତେବେ ଏ କୌଣସି ରିଏଲ ଲାଇଫ୍ ର ନୁହେଁ କୁକିସଙ୍କର ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଚଳଚିତ୍ର ସେହି ଚଳଚିତ୍ରରେ ଆପଣ ମାନେ ସମ୍ପୂର୍ଣ୍ଣ ରୁପେ ଜାଣିପାରିବେ । ତେବେ କୁକିଜଙ୍କୁ ଆପଣ ମାନେ କେତେ ଭଲ ପାଆନ୍ତି ଏବଂ କେତେ ମାତ୍ରରେ ପସନ୍ଦ କରୁଛନ୍ତି ତାହା କମେଣ୍ଟ କରି ଜଣେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *