ପିଏମ କିଷାନ ଯୋଜନାରେ ଆସିଲା ନୂଆ ଲିଷ୍ଟ । ଏହି ତାରିଖରେ ମିଳିବ 2ହଜାର ଟଙ୍କା…

PM Kisan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାରେ ଏବେ ଆସିଛି ଆଉ କିଛି ବଡ଼ ଆପଡେଟ୍ । ଦେଖନ୍ତୁ ପିଏମ କିଷାନ ର 14ତମ କିସ୍ତିର ତାରିଖ ଘୋଷଣା ହୋଇସାରିଛି ଯାହାକି ଏକ ରିପୋଟ ମୁତାବକ ଏହି ମେ ମାସ 15 ତାରିଖ ସୁଧା ଚାଷୀ ମାନଙ୍କ ଏକାଣ୍ଟ ରେ ଦୁଇ ହଜାର ଟଙ୍କା ଜମା ହେବାକୁ ଯାଉଛି । ତେବେ ଏହାରି ମଧ୍ୟରେ କିଛି ନୂଆ ଲିଷ୍ଟ ଆସି ଯାଇଛି ଏହି ଲିଷ୍ଟ ରେ ଯେଉଁ ମାନଙ୍କର ନାମ ଥିବ ସେମାନଙ୍କର ଏକାଣ୍ଟ ରେ ଜମା ହୋଇଯିବ ଟଙ୍କା । ତେବେ ଏହି ଲିଷ୍ଟ କିପରି ଆପଣ ଚେକ୍ କରି ପାରିବେ ଯାହା ବିଷୟରେ ଆମେ ଜାଣିବା ସେଥିପାଇଁ ଆପଣ ମାନେ ଆମର ଏହି ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତି ନିଶ୍ଚୟ ଜାଣି ପାରିବେ ।

ଦେଖନ୍ତୁ ଏହାର ପୂର୍ବତ 13ତମ କିସ୍ତି 27 ଫେବୃଆରୀରେ 2022ରେ ମିଳିଥିଲା କିନ୍ତୁ ଏଇଠି ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ ଏଥିରେ E-KYC କରିବା ନିହାତି ଜରୁରୀ ଅଟେ ଯେଉଁଟାକି ଆପଣ ଯେଉଁମାନେ ନକରିଛନ୍ତି ସେମାନଙ୍କ ଏକାଣ୍ଟ ରେ ପଇସା ଆସିବ ନାହିଁ । ତେଣୁ କରି ଯଥା ଶିଘ୍ର E-KYC ନିକଟତମ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ କରାଇ ନିଅନ୍ତୁ ।

pm

ଏବେ ଏହାର ଲିଷ୍ଟ ପାଇଁ ଆପଣ ୱବେସାଇଟ ଭିଜିଟ୍ କରିବେ ଏବଂ ତଳକୁ ସ୍କର୍ଲ କଲା ପରେ ଏଠି ଦେଖନ୍ତୁ ବେନି ଫିସାରି ଲିଷ୍ଟ୍ ରହିଛି ତାହାରି ଉପରେ କ୍ଲକ୍ କରିବା ଏହାପରେ ଆପଣଙ୍କ ସାମ୍ନାରେ ଆସିବ ଷ୍ଟେଡ ତ ଯେହେତୁ ଆମେ ଓଡ଼ିଶାର ଏଟି ଓଡ଼ିଶା ସିଲେକ୍ଟ କରିବେ , ଏହାପରେ ଆପଣ ଯେଉଁ ଡିଷ୍ଟକ୍ ର ହୋଇଥିବେ ଡିଷ୍ଟକ୍ ଲେକ୍ଟ କରିବେ , ଏହାପରେ ଆପଣ ଯେଉଁ ବ୍ଲକ ଥିବ ସେହି ବ୍ଲକ ଦେଇଦେବେ , ଏହାପରେ ଆପଣ ଙ୍କର ଯେଉଁ ଗ୍ରାମ ରହିଛି ସେହି ଗ୍ରାମ ଦେଇ ତେଳେ କେଟ୍ ରିପୋଟ ରହିଛି କେଟ୍ ରିପୋଟ ରେ କ୍ଲିକ୍ କରିବେ ।

ଏବେ ଦେଖିବେ ଆପଣଙ୍କ ସାମ୍ନାରେ ଯେଉଁ ସବୁ ଲିଷ୍ଟ ଆସୁଛି ଏହା ଭିତରେ ଆଉ କିଛି ନୂଆ ଲିଷ୍ଟ ମଧ୍ୟ ଏଡ୍ ହୋଇଯାଇଛି ଆପଣ ଯାଇ ଏମିତି ଚେକ୍ କରନ୍ତୁ ଯେଉଁ ମାନଙ୍କର ଏହା ଭତରେ ନାମ ଥିବ ସେମାନଙ୍କୁ ଆସନ୍ତା 14ତମ କିସ୍ତି ଯାହାକି ମେ ମାନ 15 ତାରିଖ ସୁଧା ମିଳିବାକୁ ଯାଉଛି ଦୁଇ ହଜାର ଟଙ୍କା । କିନ୍ତୁ ଆପଣଙ୍କୁ E-KYC କରିଇ ନେବା ନିହାତି ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *