ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ଭିଜିବ ଓଡ଼ିଶା କାଳବୈଶାଖୀ ପ୍ରଭାବରେ ଅଧିକାଶଂ ସ୍ଥାନରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ଆସନ୍ତା 24 ଘଣ୍ଟା ପାଇଁ 10 ଜିଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପବନର ବେଗ ଘଣ୍ଟା ପ୍ରତି 30 ରୁ 40 କିଲମିଟର ବେଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ।
ହଁ ବନ୍ଧୁଗଣ କାଳବୈଶାଖୀ ଜନିତ ଝଡ ବର୍ଷା ସହ କିଛି ସ୍ଥାନରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି ଆଉ ଏହି ସମୟରେ ବିଜୁଳି ଚମକିବା ସହ ଘଡ଼ଘଡ଼ି ମାରିବା ଏବଂ ଆକାଶରୁ କୂଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର । ଅଧିକାଶଂ ଜିଲ୍ଲାରେ ମେ 6 ତାରିଖ ଯାଏ କାଳବୈଶାଖୀ ଜନିତ ବର୍ଷ ଓ କୂଆପଥର ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ।
ବନ୍ଧୁଗଣ ଏହାରି ଭିତରେ ଆଜି ପାଇଁ 10 ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର । କାରଣ ଆଜି 10 ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ କୂଆପଥର ବର୍ଷା ହୋଇପାରେ ଆକାଶରୁ ବିଜୁଳି ଚମକି ପାରେ ଘଡ଼ଘଡ଼ି ମାରି ପାରେ ସେଥିପାଇଁ ଏହି 10 ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା 6 ତାରିଖରେ ଦକ୍ଷୀଣ ପୂର୍ବ ବଙ୍ଗପ ସାଗରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ଯାହ 48 ଘଣ୍ଟା ଭିତରେ ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେବ ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷରୁ ରିପୋଟ କରାଯାଇଛି ।
ତେବେ ଏହା ବାତ୍ୟାର ରୁପ ନେବକି ନାହିଁ ସେନେଇ ଏପର୍ଯ୍ୟନ୍ତ କିଛିବି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଆମେରିକାନ ଜିଏଫେସ୍ ମଡେଲ୍ 11 ତାରିଖ ବେଳକୁ ବଙ୍ଗପ ସାଗରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରି ସାରିଲେଣି । ସେପଟେ କିନ୍ତୁ ଲଘୁଚାପ ଅବପାତର ରୁପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି IMDର ଡିଜି କହିଛନ୍ତି । କିନ୍ତୁ ପୂର୍ବ ବର୍ଷର ରେକଡ୍ ଅନୁସାରେ ଖରା ଦିନିଆ ବାତ୍ୟାକୁ ନେଇ ଆଶଙ୍କା ବଢିବାରେ ଲାଗିଛି ।
ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନ କାରି ସନ୍ଥା ଗୁଇନ୍ଦିର ଦୁଇଟି ମଡେଲ୍ ମଧ୍ୟ ପୂର୍ବାନୁମାନ କରିସାରିଛି ମେ 12 ରୁ 14 ମଧ୍ୟରେ ବଙ୍ଗପ ସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରା ସରିୁଛି । ତେଣୁ ସମ୍ବାବିୟ ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତିବ୍ରତା ବିଷୟରେ ଅଧିକ କହିହେବ ତେଣୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟ ବାସି ଭୟବିତ ହେବାର କୌଣସି କାରଣ ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ସ୍ପଷ୍ଟ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।