ଜ୍ୟୋତି କହିଲେ ଚକୁଳି ପିଠିରେ ୪୦୦ କଣା, ପେଟରେ କେତେଟା ମୁଁ ଜାଣିନି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚକୁଳି ପିଠାରେ କେତଟା କଣ ଯେଉଁ ଅଭିନେତା ଧବ ଧବଳିଆ ଚେହେରା ଜ୍ୟୋତି ପ୍ରକାଶ ନାୟକ ପ୍ରଶ୍ନ ପଟାରି ଥିଲେ ସେହି ଜ୍ୟୋତି ଏହି ଉତ୍ତର ଦେଇଥିଲେ ଚକୁଳି ପିଠିରେ ୪୦୦ କଣା । ଏବେ ଲୋକେ ପଚାରୁଛନ୍ତି ଜ୍ୟୋତି ବାବୁ ଯଦି ଚକୁଳି ପିଠିରେ ୪୦୦ କଣା ତେବେ ପେଟରେ କେତଟା କଣା ଆପଣ ଗଣିଛନ୍ତିତ । ହେଲେ ଜ୍ୟୋତି ବାବୁ ଆପଣ ଯୋଉଁ ସ୍ପଷ୍ଟି କରଣ ଦେଇଛନ୍ତି ଯେଉଁ ବହିର ଆପଣ ଫଟୋ ଦେଉଛନ୍ତି ଦୟାକରି କହିବେକି ତାହା କେଉଁ ଶ୍ରେଣୀର ସାହିତ୍ୟ ବହିର ପୃଷ୍ଟା ।

ଜ୍ୟୋତି ବାବୁ ଆମେ ଟିକେ ଆପଣଙ୍କୁ ସାହିତ୍ୟ ପଢ଼ିବା ପାଇଁ ଚାହିଁବୁ କାରଣ ଆପଣ ନିଜେ ଲେଖିଛନ୍ତି ଯେଉଁମାନେ ସାହିତ୍ୟ ପଢ଼ିଛନ୍ତି ସେମାନେ ଠିକ୍ ବୁଝିପାରିବେ । ତେବେ ସାହିତ୍ୟର ଛାତ୍ର ହିସାବରେ ସମସ୍ତେ ପ୍ରଶ୍ନ କଲେଣି ପ୍ରଥମର ଦଶମ ଶ୍ରେଣୀ ବହି ଖୋଲି ସାରିଲେଣି ଆମେ ସାହିତ୍ୟ ବହିକୁ ପଢ଼ି ସାରିଲେଣି ଆପଣ ସ୍ପଷ୍ଟି କରଣ ଦେବାର 3 ରୁ 4ଦିନ ବିତିଗଲାଣି ଆଉ ଆମକୁ 3 ରୁ 4ଦିନ ହେଲାଣି ପ୍ରଥମରୁ ଦଶମ ଶ୍ରେଣୀର ସାହିତ୍ୟ ବହି ଲେଉଟିବା ପାଇଁ ଆମେ ପ୍ରଥମରୁ ଦଶମ ଶ୍ରେଣୀ ସାହିତ୍ୟ ଲେଉଟି ସାରିଲେଣି ।

jati a

ଆମର ତୁମ ପରି ଛୋଟ ପିଲାଟିଏ , ଭାସିଜା ମୋର କାଗଜ ଡଙ୍ଗା , କାଳୀଜାୟର ସନ୍ଧ୍ୟା , କୁନା ଓ ବଣୀ , ଜାତିୟ କବୀ ବିରକେଶ୍ୱର ଏମିତି ଅନେକ କବୀତା ପାଇଲୁ କିନ୍ତୁ ଚକୁଳି ପିଠାରେ କେତଟା କଣ ଆମେ ପାଇଲୁ ନାହିଁ । ଜ୍ୟୋତି ବାବୁ ଆପଣ ଦୟାକରି କୁହନ୍ତୁ ଏହା କେଉଁ ଶ୍ରେଣୀର ସାହିତ୍ୟ ବହି ଯାହାର ଫଟୋ ଆପଣ ଫେସବୁକ୍ ରେ ଛାଡିଚନ୍ତି ।

ଲୋକେ କୁହୁଛନ୍ତି ଜ୍ୟୋତି ବାବୁ ତମ ବିଦ୍ୟାରାଣ ସତ କୁହ ତମ ସାହିତ୍ୟ ରାଣ ସତ କୁହ ତମ ସାହିତ୍ୟ ଜ୍ଞାନର ରାଣ ସତ କୁହ ତମ ବ୍ୟାକରଣ ରାଣ ସତ କୁହ ଏହା କେଉଁ ଶ୍ରେଣୀର ସାହିତ୍ୟ ବହିର ଫଟୋ । ଯଦି ଏହା କେଉଁ ଶ୍ରେଣୀର ସାହିତ୍ୟ ବହିର ଫଟୋ ନୁହଁ ତାହାଲେ କଲର ପ୍ରିଣ୍ଟ କାଢିବା ପାଇଁ ଆପଣ କେତେ ଟଙ୍କା ଖର୍ଚ କରିଛନ୍ତି , 5ଟଙ୍କା 10ଟଙ୍କା ନାଁ 15ଟଙ୍କା ଆଉ ଯାହାର ଉତ୍ତରରେ ସମସ୍ତେ ଚାହିଁବସିଛନ୍ତି ।

chakuli

ତେବେ ଜ୍ୟୋତି ବାବୁ 3 ବର୍ଷର ନିରବତା ଭିତରେ ଏକଥା ସ୍ପଷ୍ଟ ଯେ ଆପଣ ପ୍ରଶ୍ନ ପଚାରିଲା ବେଳେ ଉତ୍ତର ଜାଣି ନଥିଲେ ଆଉ ମନଗଢା ଗୋଟେ କବିତା ଲେଖି ତାକୁ କଲର ପ୍ରଣ୍ଟି ବାହାର କରି ଆପଣ ଆପଣଙ୍କ ଫେସବୁକ୍ ରେ ଛାଡିଛନ୍ତି , ଆଉ ଆପଣଙ୍କ ମୁଣ୍ଡରୁ ଅଠା ଖସେଇବାକୁ ଚେଷ୍ଟା କରିଛନ୍ତି । ତେବେ ଆପଣଙ୍କ ପରବର୍ତ୍ତି ଉତ୍ତର ଉପରେ ସମସ୍ତଙ୍କ ରହିଚି ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *