ମେଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଏହି ତାରିଖରେ ବାହାରିବ ରେଜଲ୍ଟ

Result

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ଛାତ୍ର ଛାତ୍ରୀଙ୍କ ଲାଗି ଆସିଲା ବଡ଼ ଖୁସି ଖବର କେବେ ସୁଧା ପ୍ରକାଶ ପାଇବ ରେଜଲ୍ଟ ଏନେଇ ଜାରି ହେଲା ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ସୂଚନା । ଏମିତିକି ଯଦି ଆପଣ ମାନେ ଭାବୁଥିବେ କେଉଁ ୱେବସାଇଟ ମାଧ୍ୟମରେ ସର୍ବପ୍ରଥମେ ଦେଖିହେବ ଯାହା ଆମେ ଏହି ପୋଷ୍ଟ ମାଧ୍ୟମରେ ଜାଣିବା ସେଥିପାଇଁ ଆପଣ ମାନେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ନିଶ୍ଚୟ ଜାଣିପାରିବେ ।

ତେବେ ବନ୍ଧୁଗଣ ମେଟ୍ରିକ ଖାତା ଦେଖା ଶେଷ ହୋଇଛି ଆସନ୍ତା 15ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦେଶ ରହିଛି । ତେବେ ବର୍ଡର ସଭାପତି ରାମାଶେଷ ହାଜେରା ସୂଚନା ଦେଇଛନ୍ତି ତୃଟିସୁନ୍ୟ ମୁଲ୍ୟାନ ପାଇଁ ବର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି ଆଉ ଏପଟେ ମେଟ୍ରିକ ଖାତା ଦେଖା ଶେଷ ହୋଇଛି । ତେବେ ଯଦି ଆପଣ ମାନେ ଭାବୁଥିବେ କେଉଁ ୱେବସାଇଟ ମାଧ୍ୟମରେ ସର୍ବପ୍ରଥମେ ରେଜଲ୍ଟ ପାଇପାରିବେ ଯାହାର ଲିଙ୍କ୍ ଆମେ ତଳେ ଦେଇଛୁ ଆପଣ ମାନେ ଯାଇ ମଧ୍ୟ ଚେକ୍ କରି ପାରିବେ ।

Results

ଏହା ଛଡା ଚଳିତ ମେ ମାସରେ ପ୍ରକାଶ ପାଇବାକୁ ଯାଉଛି ମେଟ୍ରିକ ରେଜଲ୍ଟ । ତେବେ ଦଶମ ଶ୍ରେଣୀ ସାମାଜିକ ବିଜ୍ଞ୍ୟାନ B ସେଟ ରେ ପରିକ୍ଷା ଦେଇଥିବା ପରିକ୍ଷାର୍ଥିଙ୍କୁ ମିଳିବ ଗ୍ରେସ୍ ମାର୍କ । ପ୍ରଶ୍ନ ପତ୍ରରେ ଣ ଜନିତ ତୃଟି ହୋଇଥିବାରୁ କେବଳ ଏହି ପରିକ୍ଷା ଖାତାରେ ପିଲା ମାନଙ୍କୁ ସ୍ୱତନ୍ତ୍ର ମାର୍କ ମିଳିବ । ଣ ଜନିତ ତୃଟି ପାଇଁ 17 ନମ୍ବର ପାଇବେ ବୋଲି ସୂଚନା ରହିଛି ।

ମଧ୍ୟମୀକ ଶିକ୍ଷା ପରିସଦର ଉପସଭାପତି ନିହାର ରଞ୍ଜନ ମାହାନ୍ତି ଙ୍କ କହିବା ଅନୁସାରେ ଣ ଜନିତ ତୃଟି ପାଇଁ ଛାତ୍ର ଛାତ୍ରୀଙ୍କ ଉପଯୁକ୍ତ ନମ୍ବର ପ୍ରଦାନ କରାଯିବ ଏହି ସମ୍ପର୍କରେ ବର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ସେ ମଧ୍ୟ କହିଁଛନ୍ତି । ତେବେ ଚଳିତ ବର୍ଷ 20 ରୁ 25 ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *