ଆଜିଠାରୁ ରାଜ୍ୟରେ ତାତି କମିବ, 5 ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି…

today

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଅର୍ଥାତ୍ ଆଜି ରାଜ୍ୟରେ ତାତି କମିବ । ରାଜ୍ୟରେ ବିଭିନ୍ୟ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ଉପକୂଳ ଓ ଦକ୍ଷୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ରହିଛି । ବର୍ଷା କାରଣରୁ 5 ତାରିଖ ଯାଏ ରାଜ୍ୟରେ ଗରମ କମ ଅନୁଭୁତ ହେବ 6ରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି । ଆଉ 7ତାରିଖ ରୁ ଅଧୁକ ଗରମ ହେବ ବୋଲି ବରିଷ୍ଟ ପଣିପାଗ ବିଶେଷଜ୍ଞ ଡ. ସୁରଜ କହିଛନ୍ତି ।

ଭାରତିୟ ପାଣିପାଗ ବିଜ୍ଞ୍ୟାନ ବିଭାଗ IMD ର ପୂର୍ବାନୁମାନ କରିଥିଲା କି ଗତ କାଲି ରାତିରେ ପ୍ରବଳ ବର୍ଷା ହେବ ବୋଲି । ବର୍ଷା ମଧ୍ୟ ହୋଇଛି ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ 4ତାରିଖ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

rains

ଆଞ୍ଚଳିକ ପାଣିପାଗ ଅନୁସାରେ ଆଜିଠାରୁ ଗଜପତି , ମାଲକାନାଗିରି ,କରାପୋଟ , ରାୟଗଡ଼ା , କଳାହାଣ୍ଡି , କନ୍ଧମାଳ , ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂ ପୁର , ମୟୁରଭଞ୍ଜ , ସୁନ୍ଦରଗଡ , ଝାଡସଗୁଡ଼ା , ଝାଡୁସୁଗୁଡା , ଦେବଗଡ , ଅନୁଗୁଳୁ , ଢେଙ୍କାନାଳ ବୌଦ୍ଧ ଓ ସମ୍ବଲପୁର ରେ ଘଡ଼ଘଡ଼ି ସହ ବର୍ଷା ହେବାର ଯେଥେଷ୍ଟ ସମ୍ଭାବନା ଅଛି ।

ଆଉ ଏହି ସମୟରେ 30 ରୁ 40 କିଲମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । 3 ଓ 4 ତାରିଖରେ ବି ଉତ୍ତର ଆଭ୍ୟତରଣ ଓଡ଼ିଶା ଓ ଦକ୍ଷୀଣ ଓଡ଼ିଶାର ବିଭିନ୍ୟ ସ୍ଥାନରେ ବର୍ଷା ହୋଇପାରେ । ସେପଟେ ଆସି ଅଧିକାଶଂ ସହରର ତାପମାତ୍ର ଅପେକ୍ଷା କୃତ କମ ରହିଛି ଭୁବେନଶ୍ୱରେ ସର୍ବ ନିମ୍ନ ତାପମାତ୍ରା 39.6 ଡିଗ୍ରୀ ରେକଡ୍ ହୋଇଥିବା ବେଳେ ଚାନ୍ଦବାଲିରେ 38.8 , କଟକରେ 31.5 ଓ ଅନୁଗୁଳ ରେ 38.1 ଡିଗ୍ରୀ ରହିଛି । ବର୍ଷା ପରେ ସୋମବାର ଠାରୁ ଆର୍ଥାତ୍ ଆଜିଠାରୁ ଦିନର ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *