ବଡ ଦୁଃଖ ଖବର – ମେଡିକାଲରେ ଭର୍ତ୍ତି ହେଲେ ଅରିନ୍ଦମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ଼ ର ସୁପର ଷ୍ଟାର ଅରିନ୍ଦମଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଓଡ଼ିଆ ଅଭିନେତା ଅରିନ୍ଦମ । ତେବେ କେମିତି ଓ କାହିଁକି ଜାଣିବା ପାଇଁ ହେଲେ ଆମ ପୋଷ୍ଟକୁ ଶେଷ ଯାଏ ପଢ଼ନ୍ତି ନିଶ୍ଚୟ ଜାଣିପାରିବେ ।

ଓଡ଼ିଆ ଅଭିନେତା ଅରିନ୍ଦମ ରୟ କଟକ ଶହରରେ ଜନ୍ମ ଗ୍ରହଣ କରିଛନ୍ତି , ଅଭିନେତା ଅରିନ୍ଦମ ପ୍ରେମଋତୁ ଆସିଲା ଚଳଚିତ୍ରରେ ସେ ପ୍ରଥମେ ଡେଭ୍ୟୁ କରିଥିଲେ ଆଉ ଏହି ଚଳଚିତ୍ର ତାଙ୍କୁ ଦେଇଥିଲା ସତନ୍ତ୍ର ପରିଚୟ । ତାପରେ ସେ ମିତରେ ମିତ , ତୁ ଥା ମୁଁ ଯାଉଚି ରୁସି , ପର୍ଶୁରାମ , ରାଜା ଝିଅ ସଙ୍ଗେ ହୋଇଗଲା ଭାବ ଆଦି ଅନେକ ଚଳଚିତ୍ରରେ ଅଭିନୟ କରି ଓଲିଉଡ଼ ଇଣ୍ଡଷ୍ଟ୍ରୀରେ ସୁନାମ ଅର୍ଜନ କରିଛନ୍ତି ।

କେବଳ ଓଲିଉଡ଼ ନୁହେଁ ସେ ଟଲିଉଡରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଓଡ଼ିଆ ଅଭିନେତା ଅରିନ୍ଦମ ରୟ ଙ୍କର ହାଇଟ ଯେମିତି ଫାଇଟ ବି ସେମିତି ସେ ଜଣେ ଅଭିନେତା ସହିତ ଜଣେ ଭଲ ପ୍ରଜଯୋକ ମଧ୍ୟ । ସେ ଅନେକ ସୁପରହିଟ ଚଳଚିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Arindam

ତେବେ ଓଡ଼ିଆ ଅଭିନେତା ଅରିନ୍ଦମ ରୟ ଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ଓଡ଼ିଆ ଅଭିନେତା ଅରିନ୍ଦମ ରୟ ଙ୍କର ଗୋଡ ଫେକଚର ହୋଇଥିବାର ଏବେ ଏ ଫଟୋର ସତ୍ୟତା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ଅରିନ୍ଦମ ରୟ ଙ୍କର କେଉଁ କେଉଁ ଚଳଚିତ୍ରରେ ଆପଣ ମାନଙ୍କୁ ବେଶି ଭଲ ଲାଗିଛି ତାହା ଆମକୁ କମେଣ୍ଟ କରି ନିଜର ମତାମତ ଜଣାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *