ମେଷ ରାଶି : ଆଜି ଆପଣଙ୍କ ଦାୟିତ୍ୱବୋଧ ଉପରେ ପୁରା ଧ୍ୟାନ ଦେବାକୁ ହେବ । ଅଧିକାରୀ ବର୍ଗଙ୍କ ସହଯୋଗ ମିଳିବ , ମନମୁତାବିକ ଇଚ୍ଛା ପୁରା ହେବ , ଜୀବନସାଥୀ ଓ ସନ୍ତାନଙ୍କ ଠାରୁ ଲାଭ ପ୍ରାପ୍ତି କରିବେ । ଆକସ୍ମିକ ଧନ ପ୍ରାପ୍ତିର ସଂମ୍ଭାବନା ଅଛି , ଶୈକ୍ଷଣିକ ସ୍ତରରେ ଆଜି ସବୁ କିଛି ସୁଚାରୁ ଢଙ୍ଗରେ ଚାଲିବ , ମହତ୍ତ୍ୱପୁର୍ଣ୍ଣ କଥା ବାର୍ତ୍ତା ଲୋକଙ୍କ ସହ ହେବ , ଆପଣଙ୍କୁ କିଛି ନୁଆ କଥା ଜଣାପଡିବ ।
ବୃଷ ରାଶି : ବୃଷ ରାଶି ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ ହେବ | ଘରେ ଖୁସିର ବାତାବରଣ ରହିବ | ପିଲାମାନଙ୍କ ପାଖରୁ ପ୍ରଗତିର ଏକ ଖୁସି ଖବର ହୋଇପାରେ | ଆଶା କରାଯାଉଥିବା ଠାରୁ ତୁମେ ତୁମର କଠିନ ପରିଶ୍ରମରୁ ଅଧିକ ଲାଭ ପାଇବାକୁ ଯାଉଛ | ଖର୍ଚ୍ଚରେ ହଠାତ୍ ବୃଦ୍ଧି ହୋଇପାରେ, ଯାହା ବିଷୟରେ ଆପଣ ବହୁତ ଚିନ୍ତିତ ହେବେ | ତୁମର ଆୟ ଅନୁଯାୟୀ ତୁମର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଉଚିତ୍, ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ | ବ୍ୟବସାୟ ଭଲ ହେବ, ଲାଭଜନକ ଚୁକ୍ତି ହୋଇପାରିବ | ଯେଉଁମାନେ ଦୀର୍ଘ ସମୟ ଧରି ଚାକିରି ଖୋଜୁଥିଲେ ସେମାନେ ଭଲ ଚାକିରି ପାଇବେ ବୋଲି ଆଶା କରାଯାଏ |
ମିଥୁନ ରାଶି : ଆଜି ବାପାଙ୍କର ସ୍ୱାସ୍ଥ୍ୟ ଉପରେ ନେଇ ଚିନ୍ତିତ ହୋଇପାରନ୍ତି , ସାଥିରେ କାମ କରୁଥିବା ଲୋକଙ୍କର ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ମିତ୍ରବର୍ଗଙ୍କ ପାଈଁ ଯାହା ବ୍ୟୟ ହେବ , ସେ ଲାଭପ୍ରଦ ହେବ , ପ୍ରବାସ ଓ ପର୍ଯ୍ୟଟନ ବି ହେବ , ମଧ୍ୟାହ୍ନ ପରେ ମନରେ ଚିନ୍ତା ଆସିବ , ଆପଣଙ୍କ ପାଇଁ ମହତ୍ତ୍ୱପୁର୍ଣ୍ଣ ଦେଖାଶୁଣା କରିବାକୁ ହେବ , ଓ ନିଜ ସବୁ ପାରିବାରିକ ଦାୟିତ୍ୱ ପୁରା କରିବା ମହତ୍ତପୁର୍ଣ୍ଣ ଅଟେ ।
କର୍କଟ ରାଶି : ଆଜିର ଦିନଟି ଶୁଭ ଅଛି , କାର୍ଯ୍ୟସ୍ଥଳରେ ଯାଞ୍ଚ କରିବା ମହତ୍ତ୍ୱପୁର୍ଣ୍ଣ ଅଟେ, କାରଣ ଆପଣଙ୍କସହଯୋଗୀ ଆପଣଙ୍କ ଧୈର୍ଯ୍ୟ ଓ ବୁଝାମଣାକୁ ପରୀକ୍ଷଣ କରିପାରନ୍ତି , ନୁଆ ସାଜସଜ୍ଜାରୁ ଘରରେ ଶୋଭା ବୃଦ୍ଧି ହେବ , ଧନ ପ୍ରତିଷ୍ଠାରେ ବୃଦ୍ଧି ହେବ କେଉଁ ନୁଆ ଉଦ୍ଧୟମରୁ ଆମଦାନୀ ଆସିବା ଆରମ୍ଭ ହେବ , ଆଜି ହେବାକୁ ଥିବା ଅଧିକାଂଶ କଥାବାର୍ତ୍ତାଓ ସଉଦାବାଜି ଆପଣଙ୍କୁ ସାବଧାନ ରହିବାକୁ ହେବ ।
ସିଂହ ରାଶି : କେଉଁ ଖାସ୍ ବ୍ୟକ୍ତିଙ୍କ କଥା ଶୁଣିବେ , ଯଦି ଆପଣ ପରିବାରରେ ସବୁଠାରୁ ଛୋଟ ଅଟନ୍ତି , ତେବେ ଆପଣ ବଡ ଭାଇଙ୍କର ଓ ଭଉଣୀଙ୍କ ଠାରୁ ପୁରା ସହଯୋଗ ମିଳିବ , ଚାକିରି ପେଶାରେ ପ୍ରମୋଶନ ତଥା ବେତନରେ ବୃଦ୍ଧି ହେବ , ଭାଗ୍ୟର ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଧନର ସ୍ଥିତି ମଜବୁତ୍ ହେବ , ଫାଲତୁ ଖର୍ଚ୍ଚରେ ମନ ଖରାପ ହେବ , ଅଫିସ୍ ରେ ଦାୟିତ୍ୱ ବଢିବାର ଅଛି , ଯାହାକୁ ପୁରା କରିଲେ ଫାଇଦା ପାଇବେ ।
କନ୍ୟା ରାଶି : ଆପଣଙ୍କ କିଛି ସହଯୋଗୀ ଆପଣଙ୍କୁ କମ୍ ଭାବିବେ , ଆର୍ଥିକ ସ୍ଥିତି ସାମାନ୍ୟ ରହିବ , ଯଦି ଆପଣ ନିଜେ ନିଜ ଲକ୍ଷ୍ୟକୁ ହାସିଲ୍ କରିବାକୁ ଚାହୁଁଛନ୍ତି , ତେବେ କଠିନ ପରୀକ୍ଷା ଦେବାକୁ ହେବ , ଏହି କାରଣରେ ମନରେ ଚିନ୍ତା ଓ ଅସ୍ଥିରତା ଦେଖାଦେବ , ଏହି କାରଣରୁ କାର୍ଯ୍ୟ କରିବାରେ ରୁଚି ରହିବ ନାହିଁ ,
ତୁଳା ରାଶି : ଆଜି ଆପଣଙ୍କୁ ଅଚାନକ ଆକସ୍ମିକ ଲାଭ ପ୍ରାପ୍ତି ହେବ , ବ୍ୟବସାୟିକ ଉନ୍ନତିର ଫାଇଦା ହେବ , ଜୀବନସାଥୀ ସହ ଭଲ ସମୟ ଅତିବାହିତ୍ କରିବେ , ମାତାଙ୍କ ଆଶିର୍ବାଦ ଦ୍ୱାରା ଧନ ପ୍ରାପ୍ତିର ଅବସର ମିଳିବ , ନିଜ ଜୀବନରେ କିଛି କଠିନତା ସହ ସାମ୍ନା କରିବାକୁ ପଡିପାରେ ।ସନ୍ତାନ ପକ୍ଷରୁ କିଛି ଶୁଭ ସମାଚାର ମିଳିପାରେ ।
ବିଛା ରାଶି : ଆପଣଙ୍କ ଭଲ ବ୍ୟବହାର ଅନ୍ୟଙ୍କୁ ପ୍ରଭାବିତ୍ କରିବାର୍ ସାହାଯ୍ୟ କରିବ , ଆଜି ଧନ ମୁଠି ରେ ଆସିପାରେ , କିନ୍ତୁ ଭଲ ତାରକା ଉନ୍ନତି କରିବାଉ ଦେବେ ନାହିଁ , ଆପଣ ନିଜ ପ୍ରଭାବୀ କ୍ଷେତ୍ରର୍ ବୃଦ୍ଧି କରିବେ , ପେଟ ସଂବନ୍ଧିତ ବିକାର ହୋଇପାରେ , ସନ୍ତାନର ଶିକ୍ଷା ଓ ଆଗାମୀ ଭବିଷ୍ୟ ପାଈଁ ଚିନ୍ତିତ ରହିବେ । ମନ ମୁତାବିକ କାମ କରିବେ ତେବେ ଚିନ୍ତା ଦୁର ହୋଇପାରେ , ଧାର୍ମିକ ସଙ୍ଗୀତରେ ରୁଚି ବଢିବ ।
ଧନୁ ରାଶି : ଆଜି ଆପଣଙ୍କ ବେପାରରେ ଧନ ଲାଭ ହେବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ, ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ , ଅନ୍ୟ ଦୃଷ୍ଟିକୌଣରୁ ସମୟ ଅନୁକୁଳ ଅଛି କେଉଁ ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଛି , ଲେଣଦେଣ ମାମଲାରେ ବିଳମ୍ବତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ଭଉଣୀଘରୁ କିଛି ଶୁଭ ସମାଚାର ମିଳିପାରେ ।
ମକର ରାଶି : ଆଜି ଆପଣଙ୍କ ଭାଗ୍ୟ ସଫଳ ହେବ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବଢିବା ରହିବ , ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବ , ଆପଣଙ୍କ ସାମାଜିକ ଦୃଷ୍ଟିକୋଣରୁ ମାନ ସମ୍ମାନ ପାଇବେ , ବିନା କାରଣରେ ଭୟ ଉତ୍ପନ୍ନ ହେବ , ଆପଣଙ୍କ ନୁଆ ସଂମ୍ପର୍କ ପ୍ରତି ପୁରା ସମର୍ପିତ ହେବେ , ଲାଭର ସମାଚାର ମିଳିପାରିବ , ସ୍ୱାସ୍ଥ୍ୟର ମାମଲାରେ ମକର ରାଶିଙ୍କ ଚିନ୍ତା ବଢିପାରେ , ଖର୍ଚ୍ଚରେ କଣ୍ଟ୍ରୋଲ୍ କରିବାକୁ ହେବ ।
କୁମ୍ଭ ରାଶି : ଆଜି ନିଜ ପରାକ୍ରମ ବଢିବାର ଅନୁଭବ କରିବେ , ଆପଣଙ୍କୁ ଧନ ସଂବନ୍ଧୀ ସବୁ ଚିନ୍ତା ଦୂର ହୋଈଜିବ , ଓ ନିଜ ଅଟକିଥିବା କାମ ସଫଳତାପୂର୍ବକ ପୁରା ହୋଇପାରିବ , ବିତ୍ତିୟ ସ୍ଥିତିରେ ସୁଧାର୍ ଆସିବ , କିନ୍ତୁ ସାବଧନତା ସହ ଭାବିବାର ପରେ ହିଁ ନୁଆ ସଂମ୍ପତ୍ତି ନିବେଶ କରନ୍ତୁ , ଆଜି ସଂମ୍ପର୍କର ସହ୍ କେଉଁ ମାମଲା ବୁଝାମଣା ହେବ , ଅଧିକା ଉତ୍ସାହରେ କାମ କରିବାରୁ ବଞ୍ଚିବାକୁ ହେବ , ଲୋକଙ୍କ ମନରେ କିଛି ଭୁଲ୍ ବୁଝାମଣା ଆସିପାରେ ।
ମୀନ ରାଶି : ଆଜି ଆପଣଙ୍କୁ ଅବସରରୁ ଫାଇଦା ମିଳିପାରିବ , ଘରର କେଉଁ ସଦସ୍ୟଙ୍କ ଚିନ୍ତା ହଇରାଣ୍ କରିବ, ଆପଣ ନିଜକୁ ଟିକିଏ ଅସୁରକ୍ଷିତ ଅନୁଭବ କରିବେ , ଯଦି ଆପଣ ଉଚ୍ଚ୍ ଅଧ୍ୟୟନ କରିବାପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିରାଶ ହେବେ ନାହିଁ , ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ଭୋଲାନାଥଙ୍କ କୃପାରୁ ସମାଧାନ ହୋଇଯିବ , ଘର ପରିବାରରେ ହାଲକା ଚିନ୍ତା ଆସିପାରେ , ସ୍ତ୍ରୀଙ୍କ କଥାରେ ବିବାଦ କରନ୍ତୁ ନାହିଁ , ବରଂ ଧୈର୍ଯ୍ୟ ର ସହ ଭାବନ୍ତୁ ।