ଓଡ଼ିଆ ସିନେମାର ହୋରୋଇନ୍ ଙ୍କ ଭଉଣାଙ୍କୁ ଦେଖିଲେ ଆପଣ କାବା ହୋଇଯିବେ । ଏବେ ହିଁ ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ହୋରୋଇନ୍ ମାନଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ଆଉ ସେମାନଙ୍କ ଜବର୍ଦୋସ୍ତ ଅଭିନୟ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ । ତେବେ ବନ୍ଧୁଗଣ ଆମେ ମାନେ ଆଜିି ଏଠାରେ ସେହି ଓଲିଉଡ ହୋଇଇନ୍ ମାନଙ୍କ ଭଉଣୀ ମାନଙ୍କୁ ଦେଖିବା ଯେଉଁ ମାନଙ୍କୁ ଆଗରୁ କେବେ ଦେଖିନ ଥିବେ ।

ତେବେ ଏହି ଲିଷ୍ଟ ରେ ପ୍ରଥମେ ରହିଛନ୍ତି ରିୟା ଆପଣ ମାନେ ରିୟା ଙ୍କୁ ବହୁତ ସାରା ସିନେମା ରେ ଦେଖିବା ପାଇଁ ପାଇଥିବେ ତେବେ ବନ୍ଧୁଗଣ ଇଏ ହେଲେ ରିୟା ଙ୍କ ସାନ ଭଉଣୀ ଦିୟା ।

riya

ତେବେ ଏହା ପରେ ଆସୁଛନ୍ତି ଶୀବାନି ତେବେ ଶିଶୁ କଳାକାର ଭାବେ ଓଲିଉଡ ଇଣ଼୍ଡଷ୍ଟ୍ରୀ ରେ ପ୍ରବେଶ କରିଥିଲେ ଶୀବାନି ଆଉ ତାଙ୍କର ଜବର୍ଦୋସ୍ତ ଅଭିନୟ ଦ୍ୱାର ସେ ବହୁତ ଲୋକପ୍ରିୟ ହୋଇ ପାରିଥିଲେ । ଆଉ ହିରୋଇନ ହୋଇ ଦର୍ଶକ ମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନେଇ ପାରି ଥିଲେ । ତେବେ ଇଏ ହେଲେ ଶୀବାନୀ ଙ୍କ ସାନ ଭଉଣୀ ।

sibani

ଏହା ପରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଜାଣିଥିବେ । ଏବଂ ତାଙ୍କର ଜବର୍ଦୋସ୍ତ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖିଥିବେ । ତେବେ ଇଏ ହେଲେ ବର୍ଷା ଙ୍କ ଦୁଇ ଭଉଣୀ ।

brasha

ଏହା ପରେ ଆସୁଛନ୍ତି ସନ୍ମିରା । ତେବେ ବନ୍ଧୁଗଣ ଶିଶୁ କଳାକାର ଭାବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରବେଶ କରିଥିଲେ ସନ୍ମିରା ବହୁତ କମ୍ ସମୟ ମଧ୍ୟରେ ନାଁ କରି ପାରିଥିଲେ ସନ୍ମିରା ନାଗେସ ତେବେ ଇଏ ହେଲେ ସନ୍ମିରା ଙ୍କ ସାନ ଭଉଣୀ କାସ୍ମିରା ।

sunmeera

ଏହା ପରେ ରହିଛନ୍ତି ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ତେବେ ଇଏ ହେଲେ ଅର୍ଚ୍ଚିତା ଙ୍କ ବଡ ଭଉଣୀ ଅର୍ପିତା ।

archta

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *