ପତି ଙ୍କ ସହ ଭୋଜନ କରୁଥିବା ସ୍ତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ ଭୋଜନ ର ଠିକ୍ ନିୟମ

eating

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପତି ଏବଂ ପତ୍ନୀ ଙ୍କ ସଂମ୍ପର୍କ ଏହି ଦୁନିଆଁ ରେ ସବୁଠୁ ଶକ୍ତିଶାଳୀ ସଂମ୍ପର୍କ ଅଟେ ଏହା ସହିତ ଏହି ସଂମ୍ପର୍କ କୁ କମଜୋର ବି କୁହାଯାଏ । ଯଦି ପତି ଏବଂ ପତ୍ନୀ ଙ୍କ ବଚନ , ମନ ,କର୍ମ , ବିଚାର , ସଂସ୍କାର ସହଜ ରେ ମିଳିଯାଏ । ତେବେ ଏହି ପରି ସଂମ୍ପର୍କ ମଜବୁତ୍ ଅଟେ । ଏବଂ ପତି ପତ୍ନୀ ଙ୍କୁ ସବୁ ବେଳେ ନିଜର ଧର୍ମ କୁ ପୂରା ମନରୁ ପାଳନ କରିବା ଉଚିତ୍ ।

ସେହି ପରି ପତି ପତ୍ନୀ ଙ୍କ ମଧ୍ୟ ରେ ବିନା କାରଣ ରେ ବି ମତ ଭେଦ ହୋଇଯାଏ ଏହା ସାମାନ୍ୟ କଥା ଅଟେ ଏହାକୁ ପତି ଏବଂ ପତ୍ନୀ ଦୁହେଁ ମିଶି ସମାଧାନ କରିବା ଉଚିତ୍ । ସେହି ପରି ଘରେ ଭୋଜନ କରିବା ଉପରେ ବି କିଛି ନିୟମ ର ପାଳନ କରିବା ଉଚିତ୍ ଜାହା ଶ୍ରୀ କୃଷ୍ଣ କହି ଜାଇ ଥିଲେ ସେହି ବିଷୟ ରେ କି ଆମ ମାନଙ୍କୁ କେମିତି ଭାବେ ଭୋଜନ କରିବା ଉଚିତ୍ ଆସନ୍ତୁ ଜାଣି ନେବା ।

eat

ସେହି ବିଷୟ ରେ ତେବେ ବନ୍ଧୁଗଣ ଭୋଜନ କରିବାର ନିୟମ ଅନୁସାରେ ପରିବାର ର ସହିତ ବସି ଏକାଠି ଭୋଜନ ନ କରିଲେ ସେମାନଙ୍କ ମଧ୍ୟ ରେ ପ୍ରେମ ଏକତା ରହେ ନାହିଁ ଭୋଜନ ସମୟ ସକାଳ , ମଧ୍ୟନ , ଏବଂ ସଂନ୍ଧ୍ୟା ସମୟ ଅଟେ ଏବଂ ସବୁ ସମୟ ରେ ଭୋଜନ ପୂର୍ବ ଏବଂ ଉତ୍ତର ଦିଗ କୁ ହୋଇ କରିବା ଉଚିତ୍ ଦକ୍ଷିଣ ଦିଗ କୁ ମୁହଁ କରି ଭୋଜନ କରିଲେ ଏହା ପ୍ରେତ କୁ ପ୍ରାପ୍ତ ହୋଇଥାଏ ।

ପଶ୍ଚିମ ଦିଗ ରେ କରା ଜାଇ ଥିବା ଭୋଜନ ରୋଗ ସୃଷ୍ଟି କରେ ସେହି ପରି ସଯ୍ୟା ଉପରେ ବସି କେବେ ବି ଭୋଜନ କରନ୍ତୁ ନାହିଁ । ଏହା ସହିତ କେବେ ବି ଭାଙ୍ଗି ଜାଇ ଥିବା ବାସନ ରେ ଭୋଜନ କରନ୍ତୁ ନାହିଁ । ଏହା ଦ୍ୱାରା ଆପଣ ମାନଙ୍କ ଆର୍ଥିକ ସଂଙ୍କଟ ଆପଣ ମାନଙ୍କ ଉପର ଦେଖିବା ପାଇଁ ମିଳେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *