ହନୁମାନଙ୍କ ବାହନ କିଏ, କେଉଁ ଫୁଲରେ ପୂଜା କଲେ ମନୋକାମନା ପୂର୍ଣ୍ଣ ହୁଏ,ମଙ୍ଗଳ ଦୋଷ ଦୂର ହୁଏ

hanuman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ରହିଛି ବୀର ବଜରଙ୍ଗବଲୀ ଙ୍କର ବାହାନ କିଏ ସବୁ ଦେବା ଦେବି ଙ୍କର ତ ବାହାନ ରହିଛନ୍ତି । ହେଲେ ହନୁମାନ ଙ୍କର ବାହାନ କିଏ ଏବଂ ହନୁମାନ ଙ୍କର ପ୍ରିୟ ଫୁଲ କଣ କେଉଁ ଫୁଲ ଅର୍ପଣ କଲେ ହନୁମାନ ବହୁତ ପ୍ରଶନ୍ନ ହୋଇଥାନ୍ତି । ଆପଣ ମାନଙ୍କର ସମସ୍ତ ସଂଙ୍କଟ ଦୂର ହୋଇଥାଏ । ଏବଂ ମଙ୍ଗଳ ଦୋଷ ମଧ୍ୟ ଦୂର ହୋଇଥାଏ ।

କୃଷ୍ଣ ପକ୍ଷ ଚତୁର୍ଦୋଶୀ ତିଥି ସ୍ୱାତି ନକ୍ଷେତ୍ରରେ ମେଷ ଲଗ୍ନ ରେ ସ୍ୱୟଁ ଭଗବାନ ଶିବ ହନୁମାନ ଙ୍କ ରୂପ ନେଇ ଧରା ଧାମ କୁ ଆସିଥିଲେ । ଏଣୁ ସେହି ବୀର ବଜରଙ୍ଗବଲୀ ବୀର ହନୁମାନ ପ୍ରଭୁ ରାମଙ୍କର ପରମ ଭକ୍ତ ଥିଲେ । କିଛି ଭଗବାନ ଙ୍କର ପ୍ରିୟ ଫୁଲ ରହିଥାଏ ସେମିତି ଆମର ଶାସ୍ତ୍ର ରେ କୁହାଜାଇଛି ଯେ ନୀଳ ପଦ୍ମ , ସ୍ୱେତ ପଦ୍ମ , ଲାଲି କଇଁ ବହୁତ ପ୍ରିୟ ଅଟେ । ସେହି ପରି ହନୁମାନ ଙ୍କ ପାର୍ଶ୍ୱ ଦେବତା କହିଲେ ଅଙ୍ଗଦ , ନୀଳ ଏବଂ ନଳ ଅଟନ୍ତି । ଏହି ତିନି ଜଣ ହେଲେ ବୀର ବଜରଙ୍ଗ ବଲୀ ଙ୍କ ପାର୍ଶ୍ୱ ଦେବତା ।

hanuman

ହନୁମାନ ଙ୍କ ଦ୍ୱାର ପାଳ ହେଲେ ଶୁଶିଳ ଏବଂ ଦ୍ୱିବିଦ୍ଧ । ଯେତେ ବେଳେ ଆପଣ ମାନେ ହନୁମାନଙ୍କୁ ଘରେ ସ୍ଥାପନା କରିବେ ତେବେ ସବୁ ବେଳେ ହନୁମାନ ଙ୍କ ମୁହଁ ଦକ୍ଷିଣା ଭୁମୁଖୀ ରହିବା ଦରକାର । ଅର୍ଥାତ ହନୁମାନ ସବୁ ବେଳେ ଦକ୍ଷିଣ ଦିଗକୁ ମୂଖ କରି ବସିଥାନ୍ତି । ହନୁମାନ ଙ୍କ ପ୍ରିୟ ଦ୍ରବ୍ୟ ହେଲା ସିନ୍ଦୁର , ରାଶି ତେଲ ଏବଂ କପିଳା ଗାଈ ର ଦୃତ ।

ଯେଉଁ ଲୋକ ମାନେ ଯେକୈଣସି ମନବାଞ୍ଛା ନେଇ ମଙ୍ଗଳବାର ଦିନ ହନୁମାନ ଙ୍କୁ ସିନ୍ଦୁର ଅର୍ପଣ କରନ୍ତି ସେମାନଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ଯଦି ଆପଣଙ୍କ ବିବାହ ଦୋଷ ରହିଛି ଆପଣଙ୍କର କାଳସର୍ପ ଦୋଷ ରହିଛି ତେବେ ଆମେ ଆପଣଙ୍କୁ କହିବୁ ପ୍ରତ୍ୟୋକ ମଙ୍ଗଳବାର ଦିନ ହନୁମାନ ଙ୍କୁ ତୈଳାଭିଶେକ କରନ୍ତୁ ଦେଖିବେ ସବୁ ଦୋଷ ଖଣ୍ଡନ ହେବ ।

ବଜରଙ୍ଗବଲୀ ଙ୍କର ବାହାନ କିଏ ସବୁ ଦେବା ଦେବି ଙ୍କର ତ ବାହାନ ରହିଛନ୍ତି । ହେଲେ ହନୁମାନ ଙ୍କର ବାହାନ କିଏ ତେବେ ବୀର ବଜରଙ୍ଗବଲୀ ଙ୍କର ଗତି ପବନ ଠାରୁ ବି ଅଧିକ , ଏବଂ ବାୟୁ ଗରୁଡ ତଥା ତୀବ୍ର ହୃଦୟ ର ଗତି ଠାରୁ ଅଧିକ ଅଟେ ସେହିଥି ପାଇଁ ହନୁମାନ ଙ୍କ ବାହାନ ହେବା ପାଇଁ କେହିବି ସକ୍ଷମ ନୁହଁନ୍ତି । ସେହି ପରି ଶକ୍ତି କାହା ପାଖରେ ନାହିଁ ହନୁମାନ ଙ୍କ ବାହାନ ସେ ନିଜେ ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *