ଆଜି ୨୭ ଏପ୍ରିଲ | ୧୯ ଜିଲ୍ଲାରେ ଝଡବର୍ଷା | ୪୦/୫୦ ବହିବ ପବନ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ରାଜ୍ୟରେ ଜାରି ରହିଛି କାଳବୌଶାଖିର ପ୍ରଭାବ । ଆଜି ରାଜ୍ୟରେ 19 ଜିଲ୍ଲାରେ 40 ରୁ 50 କିଲମିଟର ବେଗରେ ପବନ ବହିବା ସହ ଝଡବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷିବାର ସମ୍ଭାବନା ରହିଛି । ଏଣୁ ଉକ୍ତ 19ଟି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତୁ ନଜର ପକାଇବା ଆଜି ରାଜ୍ୟର କେଉଁ 19ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ତେବେ ରାଜ୍ୟରେ ବିଭିନ୍ୟ ଜିଲ୍ଲାରେ ଗତ ଦୁଇଦିନ ଧରି କାଳବୌଶାଖି ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଯାଇଛି । ତେବେ ରାଜ୍ୟର ଅଧିକାଶଂ ଜିଲ୍ଲାରେ ଆସନ୍ତା 30 ତାରିଖ ଯାଏ କାଳବୌଶାଖି ଜନିତ ବର୍ଷା ଆଉ କୁଆପଥର ବର୍ଷା ଜାରି ରହିବ ଭୁର୍ ରାଜ୍ୟରେ ଥଣ୍ଡା ପାଗ ଅନୁଭୁତି ହେବା ସହ ରାଜ୍ୟବାସି ଅସହ୍ୟ ତାତି ଆଉ ଗୁଳୁଗୁଳି ରୁ ରକ୍ଷା ପାଇବେ ।

rains

ଆଉ ପରିପଖିରେ ଭରତିୟ ପାଣିପାଗ ବିଭାଗ ଭୁବେନଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବଜ୍ଞ୍ୟାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ସତର୍କ ସୂଚନା କୁହାଯାଇଛି ଯେ ଆଜି ରାଜ୍ୟର 19ଟି ଜିଲ୍ଲାରେ 40 ରୁ 50 କିଲମିଟର ବେଗରେ ପବନ ବହିବା ସହ ଝଡବର୍ଷା ହେବା ସହ 3ଟି ଜିଲ୍ଲାରେ କୁଆପଥର ବର୍ଷି ହେବାର ସମ୍ଭାବନା ରହିଛି । ଏଣୁ ଉକ୍ତ ଜିଲ୍ଲା ଗୁଡିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରପାଯାଇଛି ।

ସେ ସବୁ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ରାୟଗଡ଼ା , ଗଜପତି , କନ୍ଧମାଳ , ଗଞ୍ଜାମ , ବୌଦ୍ଧ , ନୟାଗଡ଼ , ଖୌଦ୍ଧା , ପୁରୀ , ଜଗତସିଂପୁର , କଟକ , ଅନୁଗୁଳ , ଢେଙ୍କାନାଳ ,ଯାଜପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର , ମୟୁରଭଞ୍ଜ ଏବଂ କନ୍ଦୁଝର । ଏହି ସବୁ ଜିଲ୍ଲା ମାନଙ୍କରେ ଝଡବର୍ଷାର ସମ୍ଭାବନା ରହିଛି । ଆଉ ସେଥି ମଧ୍ୟରି ଢେଙ୍କାନାଳ , ଯାଜପୁର ଆଉ କଟକ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *