ଏଥର IPLରେ ଡେବ୍ୟୁ କରିବେ Arjun Tendulkar | ହିଣ୍ଟ ଦେଲେ କ୍ୟାପଟେନ୍ ରୋହିତ !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିଟ୍ ଦେଲେ କ୍ୟାପଟେନ ରୋହିତ ଶର୍ମା ବୁମରା ଙ୍କ ସ୍ଥାନରେ ଖେଳିବେ ଅର୍ଜୁନ ତେନ୍ଦୁଲକର । ତେବେ ଆଜିଠାରୁ ଆରମ୍ଭ ହେଉଛି IPL ମହାସମରହ 5 ଥର ର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ କୁ ବୁମରା ଙ୍କ ଅନୁପସ୍ଥିତି ବଡ ଝଟ୍କା ଦେଇ ପାରେ । ହେଲେ ଏହିଥିରୁ ବର୍ତ୍ତିବା ପାଇଁ ସିକ୍ରେଟ ପ୍ଲାନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଜସପ୍ରିତ ବୁମରା ଙ୍କ ସ୍ଥାନରେ ଜଣେ ଯୁବ ବୋଲର ଙ୍କୁ ଟିମ୍ ରେ ସାମିଲ କରି ପାରେ ମୁମ୍ବାଇ ।

ତେବେ ଏହିଥର IPL ରେ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଇଛି । ଏହା ପରେ ଏପ୍ରିଲ 2 ତାରିଖ ମାନେ ଆଜି ରୟାଲ ଚେଲେଞର୍ସ ବେଙ୍ଗାଲୋର ସହିତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ରହିଛି । ଆଉ ଚଳିତ ବର୍ଷ IPL ସଂସ୍କର୍ଣ ରେ ଜସପ୍ରିତ ବୁମରା ଙ୍କ ଅନୁପସ୍ତିତି ବହୁତ ମାତ୍ରାରେ ପ୍ରଭାବ ପକେଇ ପାରେ ।

ଏହିଥି ପାଇଁ ମୁମ୍ବଇ ଦଳ ଏକ ଖାସ ପ୍ଲାନ ପ୍ରସ୍ତୁତ କରିଛି । ମିଳିଥିବା ସୂଚନା ଅନୁସାରେ ଜସପ୍ରିତ ବୁମରା ଙ୍କ ସ୍ଥାନରେ ଜୁବ ବୋଲର ଅର୍ଜୁନ ତେନ୍ଦୁଲକର ସ୍ଥାନ ପାଇଛନ୍ତି । ସେହି ପରି 2023 ସାଇକୋଲ ରେ ରୋହିତ ଶର୍ମା ଏବଂ ଇସାନ କିଶନ ଅପନିଂ କରିବେ ବୋଲି ଜଣା ପଡିଛି । ଯାହାକି ବିରୋଧୀ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇ ପାରେ ।

Arjun

ଏହା ସହିତ ସାଉଥ ଆଫ୍ରିକା ର ବିସ୍ଫୋରକ ବ୍ୟାଟ୍ସ ମ୍ୟାନ ଡେଭାଲ ବ୍ରଭିସ ମଧ୍ୟ ରହିଛନ୍ତି । ଯାହାଙ୍କୁ ବେବି ଏବି ଡିଭିଲିୟର୍ସ ବୋଲି ମଧ୍ୟ କୁହାଜାଉଛି । ତେବେ ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ର ବେଟିଂ ଏବଂ ବୋଲି ଲାଇନଆପ୍ କୁ ଦେଖି ଫେନ୍ସ ମାନେ କହୁଛନ୍ତି ଏହିଥର ଟ୍ରଫି ଜିତିବା ପୁଣି ଥରେ ପକ୍କା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *