ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତା – ଚାଲିଗଲା ଜିବନ

famous actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ବର୍ତ୍ତମାନ ସମୟରେ ବଡ ଖବର ସାମ୍ନାକୁ ଆସିଛି । ସ୍ତ୍ରୀକୁ ଡରାଇବା ପାଇଁ ଜୀବନ ହରାଇବାର ନାଟକ କରୁଥୁଲେ ଅଭିନେତା । ତେବେ ସେହି ସମୟରେ ଅଭିନେତାଙ୍କର ଚାଲିଗଲା ଜୀବନ । ଟିଭି ଇଣ୍ଡଷ୍ଟ୍ରିରୁ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଥିଲା ଯେ ଲୋକପ୍ରିୟ ଅଭିନେତାଙ୍କର ଦେହାନ୍ତ ହୋଇଛି । ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ କହିଛନ୍ତି ଯେ ଏହି ଅଭିନେତା ଜଣକ ନିଜ ପତ୍ନୀକୁ ଡରାଇବା ପାଇଁ ଜୀବନ ହାରିବାର ନାଟକ କରୁଥୁଲେ । ହେଲେ ଭୁଲ୍ ବସତ ଏହା ସତ ହୋଇଯିବ ବୋଲି ସେ ଜାଣି ନଥିଲେ । ନାଟକ କରିବା ସମୟରେ ସତରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

actor

ରାଜେଶ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ଭିଡିଓ ସେୟାର କରି କହିଛନ୍ତି ଯେ ଯେଉଁଥିରେ ସେ କହିଛନ୍ତି ରାତିରେ ତାଙ୍କ ପତ୍ନୀଙ୍କ ସହ ସମସ୍ୟା ଯୁକ୍ତି ତର୍କ ହୋଇଥିଲା । ଏହାପରେ ସେ କେବଳ ନିଜ ପତ୍ନୀକୁ ଭୟଭୀତ କରିବା ପାଇଁ ଜୀବନ ହାରିବାର ନାଟକ କରୁଥୁଲେ ।

କିନ୍ତୁ ଦୁର୍ଭାଗ୍ୟ ବସତ ସତରେ ତାଙ୍କର ଜୀବନ ଚାଲି ଯାଇଥିଲା । ଆଉ ଏହି ନେତାଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ କନଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *