ସ୍ତ୍ରୀ ଡାକିଥିଲା ଘରକୁ ପୁରୁଣା ପ୍ରେମିକକୁ ସ୍ୱାମୀ ଦେଖିଦେଲେ ତା ପରେ..

ha

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଖୋଲିଦେଲା ସ୍ତ୍ରୀ ର ଗୁମର । ହଁ ବନ୍ଧୁଗଣ ସ୍ୱାମୀ ପ୍ରେମ ଆଉ ଭଲ ଲାଗୁନାହିଁ ଲାଗୁଛି ଖଟା । ତେବେ ବନ୍ଧୁଗଣ ଆଗ କାଳରେ ଲୋକମାନେ ପ୍ରେମ ବିଷୟରେ କିଛିବି ଜାଣି ନଥିଲେ ସେତେବେଳେ ଲୋକ ସିନେମା ଦେଖି ପ୍ରେମ କରୁଥିଲେ ସାଧାରଣତ ବିବାହ ପରେ ଲୋକ ନିଜ ପତ୍ନୀକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ବିବାହ ପୂର୍ବରୁ ହେଉକି ବିବାହ ପରେ ହେଉ ଅଧିକାଶଂ ଲୋକ ପ୍ରେମ କରୁଛନ୍ତି ।

ବିବାହ ପୂର୍ବରୁ ପ୍ରେମ କରିବା ଚଳନିୟ ହେଲେ ବି ବିବାହ ପରେ ଅନ୍ୟ ପୁରୁଷ ସହ କିମ୍ବା ଅନ୍ୟ ଯୁବତୀ ସହ ପ୍ରେମ କରିବା ହେଉଛି ଲଜ୍ୟ ଜନକ ଅଟେ । ହେଲେ ବନ୍ଧୁଗଣ ବର୍ତ୍ତମାନ ପରକ୍ରିୟାପିତି ଅଧିକ ଦେଖିବାକୁ ମିଳିଛି ଅଧିକାଶଂ ମଣିଷ ପରକ୍ରିୟାପିତି ରେ ବୁଡି ରହୁଛନ୍ତି । ସମାଜର ନିନ୍ଦା ଅପମାନ କୁ ସବୁ ଭୁଲି ଯାଉଛନ୍ତି ଚାହୁଛନ୍ତି କେବଳ ଶା-ରୀ-ରିକ ସ-ମ୍ପ-ର୍କ ।

ha

ତେବେ ବନ୍ଧୁଗଣ ପ୍ରତେକ ଦିନ ଏମିତି ପରକ୍ରିୟାପିତି ସାମ୍ମାନାକୁ ଆସୁଛି ଆଉ ଏହାର ମଧ୍ୟରେ ସୋସିଆଲ ମିଡିଆରେ ଏକ ଘଟଣା ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ରେ ସ୍ତ୍ରୀ କୁ ପିତା ଲାଗୁଚି ସ୍ୱାମୀର ପ୍ରେମ ସ୍ୱାମୀ ଯେତେ ପ୍ରେମ କଲେବି ସ୍ତ୍ରୀ ମନ ବୁଝୁନି ସେଥିପାଇଁ ତ ଦୁଇ ପ୍ରହରେ ଘରେ ଉ-ତ୍ତପ୍ତ ହୋଇ ମନରଞ୍ଜନ କରୁଥିଲେ ଏହି ମହିଳା ଜଣଙ୍କ ।

ହେଲେ କଣ ହେବ ସ୍ତ୍ରୀ ର ଭାଗ୍ୟ ବହୁତ ଖରାପ ଥିଲା ଘରେ ଟୋକା ପୁରାଇ ସ୍ତ୍ରୀ ମନରଞ୍ଜନ କରୁଥିବା ବେଳେ ସ୍ୱାମୀ ଆସି ପହଞ୍ଚି ଗଲେ ଆଉ ତାପରେ କୂଆଁପଥର ମାଡ କଲା ପରି ମାଡର ବର୍ଷା କରି ଚାଲିଲେ ସ୍ୱାମୀ ଜଣଙ୍କ ।

ତେବେ ବନ୍ଧୁଗଣ ଦେଖୁ ନାହାନ୍ତି ସ୍ତ୍ରା ଆଉ ତାଙ୍କ ପ୍ରେମୀ କଭଳି ସୁନାପିଲା ଭଳ ବସି ରହିଛନ୍ତି ଯେମିତି ଲାଗୁଛି କିଛି ଜାଣି ନାହାନ୍ତି । ପର ପୁଅ ପ୍ରେମରେ ଏତେ ପାଗଳ ହୋଇଥିଲେ ଯେ ଦିନ ବେଳେରେ ମଧ୍ୟ ଘରକୁ ପ୍ରେମଲିଳା କରୁଥିଲେ ସ୍ତ୍ରୀ ଜଣଙ୍କ ସ୍ୱାମୀ ଏ ସବୁ ଘଟଣା ଦେଖି ସାରିବା ପରେ ଦୁହିଁକୁ ବହୁତ ମାଡ ମାରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *