ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2022/23 ର ଆର୍ଥିକ ବର୍ଷ ସରିଲା ଏପ୍ରିଲ ପହିଲା ରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଆଉ ନୂଆ ଆର୍ଥିକ ବର୍ଷ ଠାରୁ ବଦଳିଯିବ ଅନେକ ନିୟମ । ଏହାର ପ୍ରଭାବ ଆପଣ ମାନଙ୍କ ପ୍ୟାକେଟ ଉପରେ ବି ପଡିବ । କେତେକ କ୍ଷେତ୍ରରେ ଆପଣ ବି ଫାଇଦା ରେ ରହି ପାରନ୍ତି । ଏପ୍ରିଲ ପହିଲା ରୁ କେଉଁ କେଉଁ ନିୟମ ପରିବର୍ତିତ ହେଉଛି ଆଉ କେଉଁ କେଉଁ ନୂଆ ନିୟମ ଲାଗୁ ହେବ ଆସନ୍ତୁ ଜାଣିନେବା ।
ତେବେ ଏପ୍ରିଲ 1 ତାରିଖ ଅର୍ଥାତ ନୂଆ ଆର୍ଥିକ ବର୍ଷ ରୁ ବଦଳୁଛି କିଛି ନିୟମ । ଏହି ନୂଆ ନିୟମ ସାଧାରଣ ଲୋକ ମାନଙ୍କୁ ହୁଏତ ପ୍ରଭାବିତ କରି ପାରେ । ଏପ୍ରିଲ 1 ରୁ ଆୟକର ନିୟମ ରେ ପରିବର୍ତନ ହେଉଛି । ନୂଆ ଆୟକର ସୀମା ରେ ଟିକସ 7 ଲକ୍ଷ କୁ ବୃଦ୍ଧି ପାଇବ । ପୂର୍ବରୁ ଆୟକର ସୀମା ଥିଲା 5 ଲକ୍ଷ ଟଙ୍କା । ହେଲେ ଏବେ ଜିବନ ବିମା 5 ଲକ୍ଷ ର ବିମା ଉପରେ ଆପଣ ମାନଙ୍କୁ ଟେକ୍ସ ଦେବାକୁ ପଡିବ ।
ନୂଆ ଆୟକର ସୀମା ଅନୁସାରେ 3 ଲକ୍ଷ ଟଙ୍କା ଭିତରେ ଥିଲେ ଦେବାକୁ ପଡିବ ନାହିଁ ଟୀକସ । 6 ରୁ 9 ଲକ୍ଷ ଭିତରେ ରହିଲେ ଆପଣ ମାନଙ୍କୁ 10 ପ୍ରତିଶତ ଟୀକସ ଦେବାକୁ ପଡିବ । 9 ରୁ 12 ଲକ୍ଷ ପାଇଁ 15 ପ୍ରତିଶତ ଟୀକସ ପଡିବ ଆଉ 12 ରୁ 15 ଲକ୍ଷ ଟଙ୍କା ପାଇଁ 20 ପ୍ରତିଶତ ଟିକସ ପଡିବ । ମ୍ୟୁଚୁଆଲ ଫଣ୍ଡ ଉପରେ LTCT ର ଲାଭ ଦିଆଯିବ ନାହିଁ । ସ୍ୱଳ୍ପ ମିଆଦି ଲାଭ ର 35 ପ୍ରତିଶତ ରୁ କମ୍ ଲିକ୍ୱଇଟି ବଜାର ରେ ବିନିଯୋଗ ର ଟେକ୍ସ ଲାଗିବ ।
ଏପ୍ରିଲ 1 ରୁ ବରିଷ୍ଟ ନାଗରିକ ଙ୍କ ପାଇଁ ସଞ୍ଚୟ ସୀମା 30 ଲକ୍ଷ କୁ ବିନିଯୋଗ ହେବ । ପୂର୍ବରୁ ଏହି ଯୋଜନା ରେ ବିନିଯୋଗ ସୀମା 15 ଲକ୍ଷ ଥିଲା । ମାସିକ ଆୟ ଯୋଜନା ରେ ବିନିଯୋଗ ସୀମା 9 ଲକ୍ଷ କୁ ବୃଦ୍ଧି ପାଇବ । ଏପ୍ରିଲ 1 ରୁ NPS ର ନୂଆ ନିୟମ ଅନୁସାରେ KYC ଡୋକ୍ୟୁମେଣ୍ଟ ବାଧ୍ୟତା ମୂଳକ ହେବ । ପରିଚୟ ଠିକଣା ପ୍ରମାଣ ବ୍ୟାଙ୍କ ଏକାଉଣ୍ଟ ଦେବାକୁ ହେବ । ଏପ୍ରିଲ 1 ରୁ ବିନା ହୋଲମାର୍କରେ ସୁନା ବୀକ୍ରି ହେବ ନାହିଁ । ଜାତିୟ ରାଜପଥ ରେ ଯାତ୍ରା କରୁଥିବା ଗାଡି ଚାଳକ ଙ୍କ ପାଇଁ ଟୋଲ ଗେଟ ଦେୟ 7 ପ୍ରତିଶତ ବୃଦ୍ଧି ପାଇବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।