ଓଡିଶାରେ +2 ରେଜଲ୍ଟ ପାଇଁ ସରକାର କରିଦେଲେ ବଡ ଘୋଷଣା ।

result

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ରାଜ୍ୟରେ +୨ ରେଜଲ୍ଟ ପ୍ରକାଶକୁ ନେଇ ଆସିଲା ନୂଆ ସୂଚନା । ଗତ ୧୦ ତାରିଖରେ ଆରମ୍ଭ ହୋଇଥିଲା +୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ । ତେବେ ଏବେ ଖାତା ଦେଖା ଶେଷ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷୁଧ ତଥା ତଥା CHSE ଦ୍ୱାରା ପରିଚାଳିତ +୨ ପରୀକ୍ଷା ଗତ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୫ରେ ଶେଷ ହୋଇଥିଲା ।

ଏହାଛଡା ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ମଧ୍ୟ ଶେଷ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଫଲାଇନ ଖାତା ଦେଖା ଏପ୍ରିଲ ୨୩ ତାରିଖରୁ ଆରମ୍ଭ ହୋଇ ମେ ୪ ତାରିଖରେ ଶେଷ ହେବ । ଏହାଛଡା ଅନଲାଇନ ଖାତା ଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

school

ତେବେ ଚଳିତ ବର୍ଷ ଅଫଲାଇନ ମୂଲ୍ୟାଙ୍କନ ଲାଗି ୬୫ଟି ଜୁନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହୋଇଛି । ତେବେ ଯାହାକି ବଡ ସୂଚନା ମୁତାବକ ମେ ମାସ ସୁଧା ପ୍ରକାଶ ପାଇବାକୁ ଯାଉଛି +୨ ରେଜଲ୍ଟ ।

ତେବେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବାପରେ ମେ ମାସ ଶେଷ ଓ ଜୁନ୍ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ ଏବଂ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *