ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ତେବେ ପ୍ରଥମ ବଡ ଖବର ଟି ହେଲା 53 ଲକ୍ଷ ରୁ ଅଧିକ ଚାଷୀ ଙ୍କୁ ମିଳିବ କାଳିଆ କିସ୍ତି । ଉତ୍କଳ ଦିବସ ରେ ଆସିପାରେ କାଳିଆ କିସ୍ତି ଝାଡସୁଗୁଡା କୁ ବାଦ ଦେଲେ ଅନ୍ୟ ସବୁ ଜିଲ୍ଲା କୁ ଉତ୍କଳ ଦିବସ ରେ ମିଳିବ କାଳିଆ କିସ୍ତି । ଆସନ୍ତା କାଲି କାଳିଆ କିସ୍ତିର ଟଙ୍କା ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ବଣ୍ଟନ କରିବେ । ଏହି ମାଧ୍ୟମ ରେ ଗତ କାଲି ରାଜ୍ୟର 53 ଲକ୍ଷ ଚାଷୀ ଙ୍କୁ କାଳିଆ କିସ୍ତିର ଟଙ୍କା ପ୍ରଦାନ କରାଯିବ ।
ତେବେ କାଳିଆ ଯୋଜନା ର ଅର୍ଥ ରାଶି ସିଧା ସଳଖ ହୀତାଧିକାରୀ ଙ୍କ ବ୍ୟାଙ୍କ ଖାତା ରେ ଜମା ହେବ ତେବେ ଯାହାକି ବଡ ଅପଡେଟ ମୁତାବକ ପୂର୍ବରୁ ଚାଷୀ ମାନଙ୍କୁ ଟଙ୍କା ମିଳୁଥିବା ବେଳେ ଭୂମିହୀନ ଲିଷ୍ଟରେ ନାମ ଥିବା ଚାଷୀ ଙ୍କୁ ଟଙ୍କା ମିଳୁ ନଥିଲା ହେଲେ ଆଜି ଉଭୟ ଭୂମିହୀନ ଏମିତି କି କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଙ୍କ ଏକାଉଣ୍ଟ ରେ ଜମା ହେବାକୁ ଯାଉଛି 2000 ଟଙ୍କା ।
କାଳିଆ ଯୋଜନା ର କିସ୍ତି ଉତ୍କଳ ଦିବସ ଅବସର ରେ ଯଦି ଆପଣ ମାନେ ଏହାର ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ କାଳିଆ ଯୋଜନା ର ୱେବସାଇଟ କୁ ଜାଇ ଦେଖି ପାରିବେ । ତେବେ ଝାଡସୁଗୁଡା ନିର୍ବାଚନ ରେ ଉପନିର୍ବାଚିତ ଘୋଷିତ ହୋଇ ନଥିବାରୁ ଏହି ଜିଲ୍ଲାର କିସ୍ତି ରାଶି ଉପନିର୍ବାଚନ ପରେ ବଣ୍ଟନ ହେବ ।
1 ଏପ୍ରିଲ ବର୍ଷର ଆରମ୍ଭ ରେ ବା ନୂଆ ଆର୍ଥିକ ବର୍ଷରେ ଲାଗୁ ହେବ ଏହି ସବୁ ନୂଆ ନିୟମ । ଜାଣନ୍ତୁ ଆପଣଙ୍କ ପ୍ୟକେଟ ଉପରେ କଣ ରହିବ ପ୍ରଭାବ । ପୂର୍ବରୁ ଆୟକର ସୀମା ଥିଲା 5 ଲକ୍ଷ ଟଙ୍କା । ହେଲେ ଏବେ ଜିବନ ବିମା 5 ଲକ୍ଷ ର ବିମା ଉପରେ ଆପଣ ମାନଙ୍କୁ ଟେକ୍ସ ଦେବାକୁ ପଡିବ । ନୂଆ ଆୟକର ସୀମା ଅନୁସାରେ 3 ଲକ୍ଷ ଟଙ୍କା ଭିତରେ ଥିଲେ ଦେବାକୁ ପଡିବ ନାହିଁ ଟୀକସ ।
6 ରୁ 9 ଲକ୍ଷ ଭିତରେ ରହିଲେ ଆପଣ ମାନଙ୍କୁ 10 ପ୍ରତିଶତ ଟୀକସ ଦେବାକୁ ପଡିବ । 9 ରୁ 12 ଲକ୍ଷ ପାଇଁ 15 ପ୍ରତିଶତ ଟୀକସ ପଡିବ ଆଉ 12 ରୁ 15 ଲକ୍ଷ ଟଙ୍କା ପାଇଁ 20 ପ୍ରତିଶତ ଟିକସ ପଡିବ । ମ୍ୟୁଚୁଆଲ ଫଣ୍ଡ ଉପରେ LTCT ର ଲାଭ ଦିଆଯିବ ନାହିଁ । ଏପ୍ରିଲ 1 ରୁ ଆୟକର ନିୟମ ରେ ପରିବର୍ତନ ହେଉଛି । ନୂଆ ଆୟକର ସୀମା ରେ ଟିକସ 7 ଲକ୍ଷ କୁ ବୃଦ୍ଧି ପାଇବ । ସେହି ପରି ଗ୍ୟାସ ସିଲିଣ୍ଡର ର ମୂଲ୍ୟ ବୃଦ୍ଧି ସହିତ ସୁନା ବୀକ୍ରି ନେଇ ଘୋଷଣା ହୋଇଛି ଯେ ବିନା ହୋଲମାର୍କ ରେ ସୁନା ବ୍ୟବସାୟୀ ମାନେ ସୁନା ବୀକ୍ରି କରି ପାରିବେ ନାହିଁ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।