ସରକାର କଲେ ବଡ଼ ଘୋଷଣା । ଖୁବ ଶିଘ୍ର ମାଗଣାରେ ମିଳିବାକୁ ଯାଉଛି ଏହି ସବୁ ସୁବିଧା

News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଆଜିଠାରୁ ଜୋରାଦାର ହେବ ଚେକିଂ ଏମିତି ଭାବେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ କୁ ଜିରୋ ଫଟିଲିଟି ସପ୍ତାହ ଭାବେ ପାଳନ କରିବ ପରିବହନ ବିଭାଗ । ଆଉ ସେହିଥି ପାଇଁ ରାଜ୍ୟ ସାରା ହେବ ଜୋରଦାର ଚେକିଂ । ବିଶେଷ କରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଙ୍କ ଗାଡି ଚାଳନା ଉପରେ ନଜର ରହିବ ।

Traffic rules

ବୁଧବାର ଦିନ 18 ବର୍ଷ ରୁ କମ୍ ବୟସ ର ପିଲା ଗାଡି ଚଳେଇ 88 ଜଣ ଧରା ପଡିଛନ୍ତି । ସେମାନଙ୍କ ଠାରୁ 25 ହଜାର ଲେଖାଏଁ ମୋର୍ଟ 22 ଲକ୍ଷ ଟଙ୍କା ଫାଇନ ଆଦାୟ ହୋଇଛି । ଏହା ସହିତ 900 ଅଲଗା ଅଲଗା ଗାଡି ଚାଳକ ଙ୍କୁ ଫାଇନ୍ ଆଦାୟ କରାଜାଇଛି । ଧରା ପଡି ଥିବା ନାବାଳକ କିମ୍ବା ନାବାଳିକା ମାନଙ୍କୁ 25 ବର୍ଷ ନହେବା ଯାଏ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ହେବ ନାହିଁ ।

ପରବର୍ତି ଖବର ଟି ହେଲା ପିଏମ ହିତାଧିକାରୀ ମାନଙ୍କ ପାଇଁ ଆସିଛି ଖୁସୀ ଖବର ଏଥର ଖାତା କୁ ଆସିବ 6000 ହଜାର ନୁହେଁ 11 ହଜାର ଟଙ୍କା । କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ତରଫ ରୁ ଚାଷୀ ମାନଙ୍କର ଅଲଗା ଅଲଗା ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଯୋଜନା ର ମୂଳ ଲକ୍ଷ ହେଉଛି ଚାଷୀ ମାନଙ୍କୁ ଆର୍ଥିକ ରୂପରେ ମଜବୁତ କରିବା ଯଦି ଆପଣ ମାନେ ବି ପଏମ୍ କିଷାନ ଯୋଜନା ର ଫାଇଦା ଉଠାଉଛନ୍ତି । ଏବଂ ଝାଡଖଣ୍ଡ ରାଜ୍ୟରେ ରହୁଛନ୍ତି । ତେବେ ଏହି ଖବର ଆପଣ ମାନଙ୍କୁ ଖୁସୀ କରିଦେବ କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କୁ ପିଏମ୍ କିଷାନ ନିଧି ଯୋଜନା କାର୍ଯ୍ୟକାରୀ ହେଉଛି ।

money

ଏହି ପରି ଭାବେ ଝାଡଖଣ୍ଡ ସରକାର ଙ୍କ ପକ୍ଷରୁ କୃଷି ଆଶ୍ରୀବାଦ ଯୋଜନା ଚଳାଯାଉଛି । ଏହି ଯୋଜନା ଅନ୍ତର୍ଗତ ଚାଷୀ ମାନଙ୍କୁ 5 ହଜାର ଟଙ୍କାର ସହାୟତା ରାଶି ମିଳୁଛି । ଏହି କୃଷି ଆଶ୍ରୀବାଦ ଯୋଜନା ଝାଡଖଣ୍ଡ ସରକାର ଙ୍କ ତରଫ ରୁ ସଂଞ୍ଚାଳନ ହେଉଛି । ଯେଉଁଥିରେ 5 ଏକର କିମ୍ବା ଏହା ଠାରୁ କମ୍ ଜମି ରହିଥିବା ଚାଷୀ ମାନଙ୍କୁ ପ୍ରତି ଏକର 5 ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଜାଉଛି । ରାଜ୍ୟରେ ଚାଷୀ ମାନଙ୍କୁ ଫାଇଦା ଦେବା ପାଇଁ ଚାଷୀ ମାନଙ୍କୁ ଅତି କମ୍ ରେ 11 ହଜାର ଟଙ୍କା ଏବଂ ଅଧିକ ତମ 31 ହଜାର ଟଙ୍କାର ଫାଇ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *