ଆସିଲା ମୃ-ତ୍ୟୁର ଡାକରା । ଦେଖୁ ଦେଖୁ ନେଇଗଲା ଯମ ।

man

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଭଳି ବି ବି ଆସେ ମୃ-ତ୍ୟୁ ର ଡାକରା ଗାଡିରେ ବସି କଥା ହେଉ ହେଉ ନେଇଗଲା ଯମ । ତେବେ ବନ୍ଧୁଗଣ ସାରା ଦେଶରେ ବର୍ତମାନ ହୃଦଘାତ ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ଉପରେ ଏହି ଭଳି ପ୍ରସଂଙ୍ଗରେ ଏବେ ଚିନ୍ତା ପ୍ରକଟ କରାଜାଉଛି । ଆଉ ଏହାରି ମଧ୍ୟରେ ଏକ ଛାତି ଥରା ଭିଡ଼ିଓ ସାମ୍ନାକୁ ଆସିଛି ।

ନୂଆ ଦିଲ୍ଲୀର ଦମନ ର ଦେବକା ସ୍ଥିତ ଏକ ହୋଟେଲ ର ସ୍ଥାପିତ ସିସିଟିଭି ରେ ମୃ-ତ୍ୟୁର ଏକ ଲାଇଭ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି । ତେବେ ମୃ-ତ୍ୟୁର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

Phone

ଭିଡ଼ିଓ ରେ ଦେଖା ଯାଉଥିବା ବେଳେ ସ୍କୁଟି ରୁ ହଠାତ ତଳକୁ ପଡି ଜାଇଥିଲେ । ସ୍କୁଟି ମଧ୍ୟ ବ୍ୟକ୍ତି ଙ୍କ ଉପରେ ଟଳି ପଡିଥିଲା । ଏହା ପରେ ତାଙ୍କ ପଖରେ ଥିବା ଲୋକ ମାନେ ତୁରନ୍ତ ସେହି ସ୍କୁଟି କୁ ହଟେଇବାକୁ ଚେଷ୍ଟା କରିଛନ୍ତି । ଆଉ ସେତେ ବେଳଖୁ ଡେରି ହୋଇଜାଇଛି ।

କୁହାଯାଉଛି କି ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତର ଖାନା ନିଆଜାଇ ଥିଲା । ଯେଉଁଠାରେ ଡାକ୍ତର ମାନେ ତାଙ୍କୁ ମୃ-ତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଲୋକ ମାନେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *