ବାଇକ ଉପରେ କରୁଥିଲେ ରାସଲୀଳା – ତା ପରେ ଜାହା ହେଲା । ଦେଖନ୍ତୁ ଭିଡିଓ

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ବାଇକ୍ ଉପରେ ଚାଲିଥିଲା ରା-ସଲିଳା । ବାଇକ୍ ରେ ବସି ବୟଫ୍ରେଣ୍ଡକୁ କି-ସ୍ କରୁଥିଲେ ଯୁବତୀ । କିନ୍ତୁ ଭିଡ଼ିଓ ଭାଇରାଲ ହେଲା ପରେ ବୟଫ୍ରେଣ୍ଡର ହେଲା ଅବସ୍ତା ଖରାପ । ବନ୍ଧୁଗଣ ବର୍ତମାନର ଯୁବପିଢି ପ୍ରେମର ଅର୍ଥ କେବଳ ଶା-ରୀ-ରିକ ସ-ମ୍ପ-ର୍କ ବୋଲି ମନେ କରୁଛନ୍ତି କହିଲେ କିଛି ଅତୃପ୍ତି ହେବ ନାହିଁ ।

ଆଉ ସ୍ୱାର୍ଥ ସରିବା ପରେ ସବୁକିଛି ଭୁଲି ଯାଉଛନ୍ତି ଆଉ କେବେ କେବେ ଏମାନେ ଏତେ ବେଲଜ୍ୟା ପାଲଟି ଯାଉଛନ୍ତି କି ରାସ୍ତା ଘାଟ କିଛି ମାନୁ ନାହାନ୍ତି । କେଉଁଠିବି ରା-ସଲିଳା କରିବା ଚାଲି କରିଦେଉଛନ୍ତି ଯେମିତି ଏହି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବା ପାଇଁ ମିଳିଛି ।

love

ଯେଉଁଥିରେ ଏକ ଯୁବକ ଯୁବତୀଙ୍କୁ ବାଇକ୍ ରେ ବସି ପ୍ରେମ ଲିଳା କରିବା ରୋ-ମାନ୍ସ କରିବା ଭାରି ମହଙ୍ଗା ପଡିଛି । ଭିଡ଼ିଓ ଭାଇରାଲ ହେଲା ପରେ ପୋଲିସ୍ ଉଭୟଙ୍କୁ ଉଠାଇ ନେଇଛି । ତେବେ ବନ୍ଧୁଗଣ ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଯେଉଁଠାରେ ଏକ ପ୍ରେମୀ ଯୁଗଳ ବାଇକ୍ ରେ ଯାଉଥିବା ସମୟରେ ରୋ-ମାନ୍ସ କରିବା ଆରମ୍ଭ କରିଦେଇଥିଲେ ମାତ୍ର ଭୁଲି ଯାଇଥିଲେ ଏହା ଏକ ରାଜ ରାସ୍ତା ଅଟେ ।

ତେବେ ଯୁବକ ଏବଂ ଯୁବତୀ ଏଭଳି କରୁଥିବା ବେଳେ କେହି ଜଣେ ଏହାର ଭିଡ଼ିଓ ବନେଇ ଦେଇଥିଲେ ଏବଂ ଭଡ଼ିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ଭଡ଼ିଓଟି ଭାଇରାଲ ହେଲା ପରେ ପ୍ରେମିକା ସହ ଯାହା ଘଟିଲା ଆପଣ ଦେଖି ପାରୁଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *