ପୁଣି ଟୁଙ୍ଗୁରୁ କରିଲା ଖେଳ, ମଞ୍ଚ ଉପରେ କଣ କହୁଛନ୍ତି ଶୁଣନ୍ତୁ…

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହେଇ ଦେଖରେ ଆମ ଟୁଙ୍ଗୁରୁ ହଁ ସେହି ଟୁଙ୍ଗୁରୁ ଭୋଳ ଯିଏ ଦିନେ କରିଥିଲା ଖେଳ ଆଜି ମଞ୍ଚ ଉପରେ ଟୁଙ୍ଗୁରୁ କହୁଚି ମୋ ନାଁ ଟୁଙ୍ଗୁରୁ ଭୋଳ ମୁଁ କରିବି ଖେଳ । ଭଇ ମାନେ କେମିତି ଅଛନ୍ତି ଭଲ ଅଛନ୍ତି ତ ମୁଁ ତୁମ ଟୁଙ୍ଗୁରୁ ଭୋଳ କରିଥିଲି ଦିନେ ଖେଳ ଏମିତି କିଛି କହୁଚି ଟୁଙ୍ଗୁରୁ ଭୋଳ । ଖବର ଭିତରକୁ ଯିବା ପୂର୍ବରୁ ଦେଖି ନିଅନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି ।

ବନ୍ଧୁଗଣ ଟୁଙ୍ଗୁରୁ ଭୋଳ ମଞ୍ଚ ଉପରେ ଛିଡା ହୋଇ କେତେ ଭାସଣ ଦେଉଛି ଦର୍ଶକ ବନ୍ଧୁ ଆପଣ ଯେଉଁ ଘଟଣାରେ ଆପଣ ମାନେ ଟୁଙ୍ଗୁରୁ ଭୋଳ କୁ ଜାଣିଛନ୍ତି ଯେଉଁ ଘଟଣା ପାଇଁସମସ୍ତେ ଟୁଙ୍ଗୁରୁ ଭୋଳ କୁ ଜାଣିଲେ ଯଦି ସାଧାରଣ ଲୋକଙ୍କ ଜୀବନରେ ସେମିତି ଘଟଣା ଘଟେ ତେବେ ମଞ୍ଚ ତ ଦୁରର କଥା ଘରୁ ପଦାକୁ ବାହାରିଲେବି ସେ ସଙ୍କୁଚ ଅନୁଭବ କରିବ ତାକୁ ଲାଜ ଲାଗିବ କାରଣ ଯେଉଁ ଘଟଣାରେ ସେ ପରିଚିତ ହୋଇଛି ସେ ଘଟଣା ସମାଜ ଗ୍ରହଣ କରିବନି ।

tunger

ବନ୍ଧୁଗଣ ଏହାଠାରୁ ଆହୁରି ବଡ଼ କଥା ହେଉଛି ମଞ୍ଚ ତଳେବି ଆମେ ମାନେ ତାକୁ ସାହାଯ୍ୟ କରୁଛେ । ଆମେ ମାନେ ତାଳି ମାରି ଟୁଙ୍ଗୁରୁ କୁ ଉତ୍ସାହିତ କରୁଛେ ଯେମିତି ସେ ଗୋଟେ ବଡ଼ କାମ କରିଛି ଗଡ଼ ଜିତିକି ଆସିଛି । ଆମ ଟୁଙ୍ଗୁରୁ ଭୋଳ ଗଡ଼ ଜିତି ଆସି ମଞ୍ଚ ଉପରେ ଭାସଣ ଦେଉଛି ଆଉ ମଞ୍ଚ ତଳେ ଆମେ ତାଳି ମାରି ତାକୁ ଉତ୍ସାହିତ କରୁଛେ ।

ଯେଉ ଘଟଣା ପାଇଁ ଆଜି ଟୁଙ୍ଗୁରୁ ଭୋଳ କୁ ନେଇ ସବୁଠାରେ ଚର୍ଚ୍ଚା ସେ ନିଜକୁ କଣ ସେଲିବେର୍ଟି ସେଲିବେର୍ଟି ଫିଲ୍ କରୁଛି ଆଉ ମଞ୍ଚ ଉପରେ ଯାଇ ଭାସଣ ଦେଉଛି ଆଉ ଆମେ ମାନେ ତାକୁ ଉତ୍ସାହିତ କରୁଛେ ତାଳି ମାରି ।

ବନ୍ଧୁଗଣ ଏ ସବୁ କଥା ଦେଖି ସାରିବା ପରେ ମନକୁ ପ୍ରଶ୍ନ ଆସୁଛି ଯେଉଁ ଟୁଙ୍ଗୁରୁ ଭୋଳ ଏମିତି କଛି ଘଟଣା ଘଟାଇଛି ସେ ଟୁଙ୍ଗୁରୁ ଭୋଳ କୁ ଆମେ ପ୍ରତ୍ସାହନ ଦେଉଛେ ସେ ଟୁଙ୍ଗୁରୁ ଭୋଳ ର ମନ ବଳ ଦୃଢ କରିବା ପାଇଁ ଆମେ ତାଳି ମାରୁଛେ । ତେବେ ଏଥିପାଇଁ ଦାଇ ଟୁଙ୍ଗୁରୁ ଭୋଳ ନାଁ ଆମେମାନେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *