ରାସନ କାର୍ଡ ରେ ଆସିଲା ନୂଆ ନିୟମ | ଶିଘ୍ର ଦେଖନ୍ତୁ…

Ration

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାର ଆଣିଲେ ନୂଆ ନିୟମ ଏହି ସବୁ କାରଣ ରୁ ଲୋକ ମାନଙ୍କର ରାସନ କାର୍ଡ ହୋଇଯିବ ରଦ୍ଧ । ତେବେ ଆଜିର ସମୟ ରେ ପ୍ରାୟତଃ ସମସ୍ତ ଙ୍କ ପାଖରେ ରାସନ କାର୍ଡ ରହିଛି । ଏବଂ ସେମାନେ ଏହି ଥିରୁ ରାସନ ସାମଗ୍ରୀ ମଧ୍ୟ ନେଉଛନ୍ତି । ତେବେ ଏହି ରାସନ କାର୍ଡ କୁ ନେଇ ଜାରି କଲେ ସରକାର ନୂଆ ନିୟମ । ଯାହାକି ଏଣିକି ଆପଣ ମାନଙ୍କର ରାସନ କାର୍ଡ ମଧ୍ୟ ହୋଇ ପାରେ ବନ୍ଦ । ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ।

BPL କେଟାଗୋରୀ ରେ ଆସୁଥିବା ଲୋକ ମାନଙ୍କ ପାଇଁ ରାସନ କାର୍ଡ ଏକ ମହତ୍ୱ ପୂର୍ଣ୍ଣ ଦସ୍ତାବିଜ ଅଟେ । ସରକାର ଙ୍କ ଦ୍ୱାରା ଦିଆଜାଉ ଥିବା ଏହି କାର୍ଡ ରେ ଲୋକ ମାନଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗେଇ ଦିଆଯିବ । ତେବେ ଏହି ସୁବିଧା କେବଳ ଗରିବ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ଆରମ୍ଭ ହୋଇଥିଲା । ହେଲେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଅଯୋଗ୍ୟ ହେବା ପରେ ବି ରାସନ ସୁବିଧା ର ଲାଭ ଉଠାଉଛନ୍ତି ।

Ration card

ତେବେ ଏହାକୁ ରୋକିବା ଲାଗି ସରକାର ନୂଆ ନିୟମ ଆଣିଛନ୍ତି । ଏହା ଅନ୍ତର୍ଗତ ଅୟୋଗ୍ୟ ହୀତାଧିକାରୀ ରାସନ ସୁବିଧା ର ଫାଇଦା ଆଉ ଉଠେଇ ପାରିବେ ନାହିଁ । ତେବେ ସରକାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଅର୍ଥାତ 2023 ମସିହା ରେ ରାସନ କାର୍ଡ ଧାରୀ ମାନେ ମାଗଣା ରାସନ ର ଲାଭ ଉଠେଇବା ସହିତ ଯେଉଁ ମାନେ ଅଯୋଗ୍ୟ ହେବା ସ୍ୱତ୍ୱେ ରାସନ ସୁବିଧା ର ଲାଭ ଉଠାଉଛନ୍ତି । ସେମାନଙ୍କ ଉପରେ ସରକାର ଙ୍କ କଡା ନଜର ରହିବ ।

ତେବେ କିଛି ଦିନ ହେଲା ଦେଖା ଯାଉଛି ଯେ କିଛି ଲୋକ ମାନେ ଅଯୋଗ୍ୟ ହୋଇ ମାଗଣା ରାସନ ର ସୁବିଧା ଉଠାଉଛନ୍ତି । ତେବେ ତେବେ ଅଯୋଗ୍ୟ ହୀତାଧିକାରୀ ମାନଙ୍କ ପାଇଁ ଏବେ ସରକାର ନିର୍ଦ୍ଧେଶ ଜାରି କରିଛନ୍ତି । ଏହିଥି ପାଇଁ ସରକାର ଙ୍କ ନିକଟ ରେ ଏହି ଲୋକ ମାନଙ୍କୁ ନେଇ ଆବେଦନ ହୋଇଛି ଯେ ଏହି ପରି ବ୍ୟକ୍ତି ମାନେ ନିଜର ରାସନ କାର୍ଡ ଫେରେଇ ଦିଅନ୍ତୁ ।

ଯଦି ସେମାନେ ରାସନ କାର୍ଡ ଫରେଇବେ ନାହିଁ । ତେବେ ଖାଦ୍ୟ ବିଭାଗ ର ଟିମ୍ କ ଯାଞ୍ଚ ପରେ ସେମାନଙ୍କ ରାସନ ବାତିଲ ହେବା ସହିତ ଜୋରିମାନା ସହିତ ଆଜି ଯାଏ ନେଇ ଥିବା ସବୁ ରାସନ ଫେରସ୍ତ ଦେବାକୁ ପଡିବ ବୋଲି ଘୋଷଣା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *