ଆଜି 7 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଶଙ୍କା…

rain

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସତର୍କ ରୁହ 25 ଜିଲ୍ଲା । ଆଜି 25 ଜିଲ୍ଲାରେ କାଳବୌଶାଖି ପ୍ରଭାବରେ ବଜେରପାତ ଝଡ ତୁଫାନ ଏବଂ କୂଆଁପଥର ବୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବନ୍ଧୁଗଣ ରାଜ୍ୟରେ କାଳବୌଶାଖି ପ୍ରଭାବରେ ଟିକେ ତାପମାତ୍ରା କମିଛି ଗରମ ଟିକେ କମ ହେଉଛି ତଥାବି ଗୁଳୁଗୁଳି ବଢିଯାଇଛି । ଅସହ୍ୟ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି ଠିକ୍ ଆଜି 25 ଜିଲ୍ଲାକୁ କାଳବୌଶାଖିର ସମ୍ଭାବନା ରହିଛି ।

ହଁ ବନ୍ଧୁଗଣ ଆଜି 25 ଜିଲ୍ଲାରେ ବଜ୍ରପାତ ଝଡ଼ ତୁଫାନ କୂଆଁପଥର ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦକ୍ଷୀଣ ଓଡ଼ିଶା ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ରାୟଗଡ଼ା , ଗଜପତି ଏବଂ ଗଞ୍ଜାମ 6 ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ କୂଆଁପଥର ମାଡ ହେବ ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ଏ ସବୁ 6 ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।

rains

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ପଶ୍ଚିମ ବିଦ୍ରଭ ଓ ଉତ୍ତର ତାମିଲଲାଡୁ ଆଭ୍ୟତରଣ କର୍ଣ୍ଣାଟକ ଉପରେ ଏକ ନିମ୍ନ ଚାପ ରେଖା ବ୍ୟାପିବା ସହ ପବନର ଅସୁନ୍ତଳ ଯୋଗୁ ବିଭିନ୍ୟ ଜିଲ୍ଲାରେ କାଳବୌଶାଖି ଜନିତ ବର୍ଷା ହେଉଛି । ଯେଉଁଥି ପାଇଁ କିଛି ସ୍ତାନରେ କୂଆଁପଥର ବୃଷ୍ଟିପାତ ହେଉଛି । ରାଜ୍ୟର ଅଧିକାଶଂ ଜାଗାରେ ଏପରି ପାଗ ମେ 2 ତାରିଖ ପ୍ରଯ୍ୟନ୍ତ ଲାଗି ରହିବ ଏହା ଦ୍ୱାରା ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନାହିଁ ।

ଆଉ ଏହି ସମୟରେ କାଳବୌଶାଖି ଜନିତ ବଜ୍ରପାତ ବର୍ଷା କୂଆଁପଥର ମାଡର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଆଜି ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ରାୟଗଡ଼ା , ଗଜପତି , ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଘଣ୍ଟା ପ୍ରତି ପବନର ବେଗ 40 ରୁ 50 କିଲ ମିଟର ବେଗରେ ରହିପାରେ ଆଉ ଏଥିପାଇଁ ଏ ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *