ପ୍ରେମରେ ଧୋକା ଖାଇ କେମିତି କାନ୍ଦୁଛନ୍ତି ମାହି ମିଶ୍ର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଓଡିଆ ସିରିଏଲ ଅଭିନେତ୍ରୀ ମାହୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ। କାରଣ ସେମାନେ ଓଡିଆ ସିରିଏଲ ଦୁନିଆଁ ର ଜଣା ସୁଣା ଅଭିନେତା ଏବଂ ଅଭିନେତ୍ରୀ ଅଟନ୍ତି , ଏବଂ ଆପଣ ମାନେ ଚନ୍ଦନ ଏବଂ ମାହୀ ଙ୍କ ଅଭିନୟ କୁ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁ ଥିବେ , ସେମିତି ରେ ଚନ୍ଦନ ଏବଂ ମାହୀ ଦୁହେଁଁ ସିରିଏଲ ର ସୁଟିଂ ସଟ୍ ରୁ ହିଁ ଭଲ ପାଇ ବସି ଥିଲେ ଏବଂ ଗତ ବର୍ଷ ସେମାନେ ଦୁହେଁ ବିବାହ ବନ୍ଧନ ରେ ବି ବାନ୍ଧି ହୋଇ ଥିଲେ । ତାଙ୍କର ଗୋଟେ କୁନି ଝିଅ ରହିଛନ୍ତି ଜାହାର ନାମ ରହିଛି ପୁଚ୍କି ।

ତେବେ ବାହାଘର ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି ମାହୀ । ଆଉ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ସମୟ ରେ ଆକ୍ଟିଭ ରହୁଥିବାର ଦେଖା ଦେଇଛନ୍ତି । ଏବେ ପ୍ରେମ ରେ ଧୋକା ଖାଇ ଏକ ଭିଡ଼ିଓ ବନେଇ ଥିବାର ଦେଖା ଦେଇଛନ୍ତି ଏହି ଅଭିନେତ୍ରୀ । ତାହାଲେ ମାହୀ ଆଗାମୀ ଦିନ ମାନଙ୍କରେ ଏକ ସିରିଏଲ ରେ ଅଭିନୟ କରିବେ ବୋଲି ସୋସିଆଲ ମିଡିଆ ସୂତ୍ର ରୁ ଜଣା ପଡିଛି ।

mahi

ନିଜର ସ୍ୱାମୀ ଏବଂ ପରିବାକୁ ସମୟ ଦେଉଥିବାର ଦେଖା ଦେଇଛନ୍ତି ମାହୀ ଏବଂ ଝିଅ ଜନ୍ମ ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସେ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି । ଆପଣ ମାନେ ଜାଣି ଥିବେ ଚନ୍ଦନ ଏବଂ ମାହୀ ବହୁତ ଗୁଡିଏ ସିରିଏଲ ରେ ଦେଖିବା ପାଇଁ ପାଇ ଥିବେ , ଯେମିତି କି ଚନ୍ଦନ ତୋ ଅଗଣା ର ତୁଳସୀ ମୁଁ ସିରିଏଲ ଏବଂ ମାହୀ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିଏଲ ରେ କାମ କରି ସେମାନେ ଦୁହେଁ ବହୁତ ନାମ କରି ପାରିଛନ୍ତି ।

ଦର୍ଶକ ମାନେ ବି ଚନ୍ଦନ ଏବଂ ମାହୀ ଙ୍କ ଯୋଡି କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି , ତେବେ ଆପଣ ମାନେ ଚନ୍ଦନ ଏବଂ ମାହୀ ଙ୍କ ଯୋଡି କୁ କେତେ ପରିିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *