ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଙ୍କୁ ଛାଡିଲା ପରେବି ଏତେ ଟଙ୍କାର ସମ୍ପତୀର ମାଲିକ ଅଛନ୍ତି ଅନୁଭବ ଆଉ ଆପଣ ମାନେବି ଜାଣିଲେ ଆଶ୍ଚକର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଅଲିଉଡ ର ଜବରଦସ୍ତ ହିରୋ ଅନୁଭବ ମାହାନ୍ତି ଙ୍କୁ ତ ଆପଣ ମାନେ ବେଶ ଭଲଭାବରେ ଜାଣିଥିବେ ଅଲିଉଡ ଜଗତରେ ଅଭିନୟ କରି ସାରା ଓଡ଼ିଶା ର ଲୋକ ମାନଙ୍କର ମନ ଜିତିବାରେ ସଫଳ ହୋଇ ପାରିଛନ୍ତି ଅନୁଭବ ମାହାନ୍ତି ।
ତେବେ ବର୍ତମାନ ପର୍ଯ୍ୟନ୍ତ ଅନୁଭବ ମାହାନ୍ତି ପ୍ରାୟ ସହେ ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରି ସାରିଛନ୍ତି । ଅୁଭବ ମାହାନ୍ତି ଓଡିଆ ଆଲବମ ଜଗତ ଜରିଆରେ ଅଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ସେ ପ୍ରାୟ ଏକ ହଜାର ଓଡ଼ିଆ ଆଲବମ ରେ ଅଭିନୟ କରି ସାରିଛନ୍ତି । ଆଉ ଆଲବମ ରେ ଅଭିନୟ କରିବା ପରେ ତାଙ୍କୁ ଓଡ଼ିଆ ସିନେମାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ।
ଆଉ ସେ ଏହି ସୁଯୋଗକୁ ହାତଛଡା କରି ନଥିଲେ । ଏବଂ ସନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାରେ ନମ୍ବର 1 ହିରୋ ଭାବରେ ପରିଣତ ହୋଇ ପାରିଛନ୍ତି ଅନୁଭବ ମହାନ୍ତି । ତେବେ ଅନୁଭବ ମହାନ୍ତି ବର୍ତମାନ ସମୟରେ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ପାରାୟ 30 ଲକ୍ଷରୁ ଅଦିକ ଟଙ୍କା ନେଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି କେନ୍ଦ୍ରାପଡାରୁ ଲୋକସଭା ରୁ ଜଣେ ସାଂସଧ ଭାବରେ ନିର୍ବାଚିତ ହୋଇଥିଲେ ଆଉ ସେଠାରି ସେ ପ୍ରାୟ 13 ଲକ୍ଷ ଟଙ୍କା ଦରମା ମଧ୍ୟ ପାଆନ୍ତି ।
ତେବେ ଅନୁଭବ ମାହାନ୍ତି ଙ୍କର ଇନିକମ ଯଦି ଦେଖିବା ସିନେମା , ଚାକିରୀ , ଷ୍ଟେଜ୍ ସୋ ଏବଂ ବହୁତ ସାର ଏଡଭେଟାଇଜ୍ ରୁ ମଧ୍ୟ ପଇସା କମାନ୍ତି । ତେବେ ଗୋଟିଏ ଏଡଭେଟାଇଜ୍ କରିବା ପାଇଁ ଅନୁଭବ ମହାନ୍ତି ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ଡିମାଣ୍ଟା କରିଥାନ୍ତି । ଏହା ଛଡା ଷ୍ଟେଜ ସୋ କରିବା ପାଇଁ ପ୍ରାୟ ପଚାସ ହଜାର ଟଙ୍କା ଡିମାଣ୍ଟା କରିଥାନ୍ତି । ତେବେ ବନ୍ଧୁଗଣ ଅନୁଭବ ମହାନ୍ତି ଙ୍କ ପାଖରେ ପ୍ରାୟ 15 କୋଟିରୁ ଅଧିକ ଟଙ୍କାର ସମ୍ପତୀ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।