କ୍ଷୀର ଖିଆ ଛୁଆକୁ ଛାଡି ସ୍ୱାମୀର ଲୋନ ଟଙ୍କା ଧରି ପ୍ରେମିକ ସହ ସ୍ତ୍ରୀ ଫେରାର |

loan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ସ୍ୱାମୀ ଲୋନ କଲା ସ୍ତ୍ରୀ ଫେରାର ହେଲା 90 ହଜାର ସ୍ୱାମୀଠୁ ଆଣି ପ୍ରେମିକ ସହ ଛୁ ମାରିଲା । କିର୍ତନ କରି କରି ଗଢିଥିଲା ପ୍ରେମ ସମ୍ପର୍କ ଏପଟେ ଦେଢ ବର୍ଷର ଶିଶୁକୁ ବି କରିଦେଲା ପର । ସ୍ୱାମୀ ଖୋଜୁଛି ସ୍ତ୍ରୀ କୁ ହେଲେ ସ୍ତ୍ରୀ ଯାଇ ବିବାହ କଲାନି ଆଉ କାହାକୁ । ଏହି ଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମୋହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ।

ତେବେ ଘରେ ଦେଖିବାକୁ ଗଲେ ଚୁଲି ଜଳୁନି କାହିଁକି ନାଁ ଘରର ବହୁ ଫେରାର ହୋଇଯାଇଛନ୍ତି ପ୍ରେମିକ ସହ । ମୁଣ୍ଡରେ ହାତ ଦେଇ ବସିଛନ୍ତି ସ୍ୱାମୀ ଶାଶୁ ବାକି ପରିବାର ଲୋକେ । ଏପଟେ ଗୋଟେ ଶିଶୁକୁ ବି ଝୁରୁନି ତା ମାଆ ହେଲେ ସେ କଣ ଜାଣିଛି ତା ମାଆ ତାକୁ ଭୁଲୁ ଗଲାଣି ମାଆ ର ମମତା କୁ ଚୁଲିରେ ପକାଇ ଫେରାର ହୋଇଯାଇଛି ପ୍ରେମିକ ସହ ।

wife

ତେବେ କୁହାଯାଏ କି ପଶୁମାନେ ବି ନିଜ ପିଲାକୁ ଛାଡି କୁଆଡେ ଯାଆନ୍ତି ନାହିଁ ହେଲେ ଇଏତ ମଣିଷ ଜନମ ପାଇକ ବି ଏମିତି କରିବାଟା ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ସେପଟେ ଶାଶୁ ବି କହୁଛନ୍ତି କ୍ଷୀର ଖିଆ ଛୁଆକୁ ମୋ ପାଖରେ ରଖି କହିଥିଲା ମାଆ ମୁଁ ପୂଜା ଦେଇକି ଆସୁଛି କିନ୍ତୁ ଆଉ ଆସିଲା ନାହିଁ ।

ତେବେ କୁହାଯାଉଛି ଇଏ ହେଉଛନ୍ତି କଳୀଯୁଗର ନାରୀ ପ୍ରେମ କରି ଥରେ ବିବାହ କରୁଛନ୍ତି ପୁଣି ଆଉଥରେ ପ୍ରେମ ହେଇଯାଉଛି । ଏବେ ସ୍ୱାମୀର ରଖିଥିବା ସବୁ ଟଙ୍କା ଉଠାଇ ପ୍ରେମିକ ସହ ଛୁ ମାରିଛି ଏହି ସ୍ତ୍ରୀ ଜଣଙ୍କ ଏବେ ସ୍ୱାମୀ ମୁଣ୍ଡରେ ହାତ ଦେଇ ବସିଛି କଣ କରିବ କିଛିବି ଜାଣି ପାରୁନି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *