ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫୋନ ରୁ ଡିଲିଟ କରିଦେଲେ ସବୁ ଡାଟା ନିଜର ଫୋଟ କୁ ବି ବାଉଳା ରେ ଡିଲିଟ କରିଦେଲେ । ଫୋନ ଏବେ ପୁରା ଖାଲି ପୋଲିସ ସନ୍ଧେହ ବଢିଲା ଜିଜ୍ଞାସା ଙ୍କ ଖାଲି ମୋବାଇଲ ନେଇ ଧରା ପଡିବା ଭୟରେ ସବୁ ଡିଲିଟ କରିଦେଲେ । ଆଉ ଆଉ ଡିଲିଟ କରୁ କରୁ ନିଜର ବି ସବୁ ଫୋଟ କୁ ବାଉଳା ରେ ମୋବାଇଲ ରୁ ଉଢେଇ ଦେଲେ । ଭୟ ବିକଳରେ ଏମିତି କଲେ ଯେ ପୋଲିସ ର ସନ୍ଧେହ ଆହୁରୀ ବଢି ଗଲା ।
ହଁ ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ପ୍ରେମିକା ଜିଜ୍ଞାସା ଙ୍କୁ ନେଇ ଏବେ ଏମିତି କିଛି ସୂଚନା ମିଳିଛି । ଡିଜେ ଆଜେକ୍ସ ଙ୍କ ମୃତ୍ୟୁ ପଛରେ ଜିଜ୍ଞାସା ଙ୍କ ହାତ ଥିବା ପୋଲିସ ସନ୍ଧେହ କରୁଛି । ଡିଜେ ଆଜେକ୍ସ ପରିବାର ମୁତାବିକ । ଜିଜ୍ଞାସା ଙ୍କୁ ନେଇ ପୋଲିସ ଏବେ ତାହାର ତଦନ୍ତ କରୁଛି । ଜିଜ୍ଞାସା କୁ ଜେରା କରିବା ସହିତ ତାଙ୍କ ଫୋନ କୁ ନେଇ ଚାର୍ଜ କରିଛି ।
ତେବେ ଜାଞ୍ଚ ସମୟ ରେ ପୋଲିସ ର ସନ୍ଧେହ ଜିଜ୍ଞାସା ଙ୍କ ଉପରେ ଆହୁରି ବଢି ଜାଇଛି । କାରଣ ତାଙ୍କ ଫୋନ ରୁ ସବୁ ଫୋଟ ଏବଂ ମେସେଜ୍ କୁ ଡିଲିଟ କରି ଦେଇଛନ୍ତି । ସବୁଠୁ ବଡ କଥା ହେଲା ସେ ଫୋଟ ଡିଲିଟ କରୁ କରୁ ନିଜର ବି ସବୁ ଫୋଟ କୁ ଡିଲିଟ କରି ଦେଇଛନ୍ତି । ଯେଉଁଥି ପାଇଁ ପୋଲିସ ତାଙ୍କ ଉପରେ ସନ୍ଧେହ କରୁଛି ।
କାରଣ ତାଙ୍କ ହାତରେ କେଉଁ ନୂଆ ଫୋନ ନଥିଲା ଡିଜେ ଆଜେକ୍ସ ଥିଲା ବେଳେ ଯେଉଁ ଫୋନ ଥିଲା ଏବେବି ସେହି ଫୋନ ହେଲେ ଏବେ ସେହି ଫୋନରୁ କଣ ପାଇଁ ସବୁ ଫୋଟ ଏବଂ ମେସେଜ୍ ଡିଲିଟ ହୋଇଛି ସେହି ନେଇ ସନ୍ଧେହ ବଢିଛି ପୋଲିସ ର ସେପଟେ ରିଷ୍ଟୋର ନ କରିବା ପାଇଁ କିଛି ଗୀତକୁ ଡାଉନଲୋର୍ଡ କରି ଦେଇଛନ୍ତି ଜିଜ୍ଞାସା ଯେଉଁଥି ପାଇଁ ପୋଲିସ ଡିଲିଟ ଫୋଟ କୁ ରିଷ୍ଟୋର କରି ପାରୁ ନାହିଁ । ଯଦି ଜିଜ୍ଞାସା କିଛିବି ଭୁଲ କରି ନାହାଁନ୍ତି ତେବେ ସେ କଣଣ ପାଇଁ ତଦନ୍ତ କୁ ଡରୁଛନ୍ତି କଣ ପାଇଁ ସବୁ ଫୋଟ କୁ ଡିଲିଟ କରି ଦେଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।