ଏବେ ଟିଭିଠୁ ଆଗରୁ , ମୋବାଇଲରେ ମାଗଣାରେ ଦେଖି ପାରିବେ ଝିଲି ସିରିଏଲ ।

Untitled-2

ଜି ସାର୍ଥକରେ ପ୍ରସାରିତ ଝିଲି ସିରିଏଲ ବର୍ତ୍ତମାନ ସମୟରେ ଓଡିଶାର ସବୁଠାରୁ ଲୋକପ୍ରିୟ ଧାରା ବାହିକ କହିଲେ ଭୁଲ ହେବ ନାହିଁ । ତେବେ କିଛି ଦିନ ତଳେ ଏହି ସିରିଏଲ ଜି 5 ଆପରେ ମାଗଣାରେ ଦେଖି ହେଉଥିବା ବେଳେ ବର୍ତ୍ତମାନ ସମୟରେ ଏହା ଦେଖିବା ପାଇଁ ଦର୍ଶକଙ୍କୁ ଦେବାକୁ ପଡୁଛି ପଇସା ।

ତେବେ ଯଦି ଆପଣ ମାନେ ଏହି ସିରିଏଲ ଦେଖନ୍ତି , ଏବଂ ଏହାକୁ ଟିଭିଠୁ ଆଗରୁ ମୋବାଇଲରେ ଦେଖିବାକୁ ଚାହାଁନ୍ତି  ତେବେ ଆପଣ ଏହାକୁ ମାଗଣାରେ ଦେଖି ପାରିବେ , ଏଥିପାଇଁ କେବଳ ଆପଣଙ୍କୁ ମୋବାଇଲରେ ଗୋଟିଏ ଫେସବୁକ ଗ୍ରୁପକୁ ଫଲୋ/ଜୟନ କରିବାକୁ ପଡିବ । ଏହି ଗ୍ରୁପରେ ପ୍ରତିଦିନର ଝିଲି ସିରିଏଲର ଏପିସୋଡ ଅପଲୋଡ ହେଉଅଛି । ତଳେ ଦିଆଜାଇଥିବା ଲିଙ୍କରେ କ୍ଲିକ କରି ସେହି ଗ୍ରୁପରେ ଜୟନ ହୁଅନ୍ତୁ ।

ଝିଲିର ଆଜିର ଏପିସୋଡ ଦେଖିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ

Leave a Reply

Your email address will not be published. Required fields are marked *