ଶସ୍ତା ହେଲା ରୋଷେଇ ଗ୍ୟାସ ଦର । କେତେ କମିଲା ଏବେ ହିଁ ଦେଖନ୍ତୁ…

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରମାଗତ ଭାବେ LPG ସିଲିଣ୍ଡର ଦର ବୃଦ୍ଧି ପରେ ଆଜି ଉପଭୋକ୍ତା ଙ୍କୁ ମିଳିଛି ଆସ୍ୱସ୍ତି ଖବର । 2024 ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଛି LPG ଗ୍ୟାସ ଦର । ତେବେ କେତେ ଟଙ୍କା ହ୍ରାସ ପାଇଛି ନୂଆ ଦର କେତେ ରହିଛି । ଯଦି ଆପଣ ମାନେ ମଧ୍ୟ ଗ୍ୟାସ କିଣିବାକୁ ଯାଉଛନ୍ତି । ତେବେ ଆପଣ ମାନେ କେତେ ଟଙ୍କା ଦେଇ କିଣିବେ ଆସନ୍ତୁ ଜାଣିନେବା ।

2024 ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଛି LPG ଗ୍ୟାସ ଦର ତେବେ ଆଜି ଠାରୁ କମିବ କମର୍ଶିଆଲ ଗ୍ୟାସ ଦର ବ୍ୟବସାୟିକ ସିଲିଣ୍ଡର ଦର 91 ଟଙ୍କା ପଚାଶ ପଇସା । ହେଲେ ଘୋରଇ LPG ଗ୍ୟାସ ଦରରେ କୈଣସି ପରିବର୍ତନ ହୋଇ ନାହିଁ ।

ତେବେ ମିଳି ଥିବା ସୂଚନା ଅନୁସାରେ 19 କେଜି ଗ୍ୟାସ ସିଲିଣ୍ଡର 91.50 ପଇସା କମିଛି ଗତ ମାର୍ଚ୍ଚ 1 ତାରିଖ ରେ 14 କିଲୋ ଘୋରଇ LPG ଗ୍ୟାସ ସିଲିଣ୍ଡର ର ଦାମ୍ 50 ଟଙ୍କା ବଢିଥିବା ବେଳେ 19 କିଲୋ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ର ଦାମ୍ 350 ଟଙ୍କା 50 ପଇସା ବଢିଥିଲା ।

gas

ତେବେ ଦର ବୃଦ୍ଧି ପରେ ଦିଲ୍ଲୀ ରେ କମର୍ସିଆଲ ଗ୍ୟାସ ଦର 2119 ଟଙ୍କା ବେଳେ LPG ସିଲିଣ୍ଡର ଦର 1103 ଟଙ୍କା ରହିଛି । ତେବେ ଘୋରଇ LPG ଦରରେ କୈଣସି ପରିବର୍ତନ ଆସିନଥିବା ଜଣା ଜାଇଛି । ଅନ୍ୟ ପକ୍ଷରେ ବ୍ୟବସାୟିକ LPG ଦର ସରକାର 350 ଟଙ୍କା ବଢେଇ ମାତ୍ର 50 ଟଙ୍କା କମେଇଛନ୍ତି ଉପଭୋକ୍ତା ଙ୍କ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *