ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏହି ତାରିଖ ଠାରୁ ପଡିବ ସ୍କୁଲ ଛୁଟି ।

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ସ୍କୁଲ ର ପାଠ ପଢୁଛନ୍ତି ତେବେ ଆପଣ ମାନଙ୍କ ପାଇଁ ରହିଛି କିଛି ଗୁରୁତ୍ୱ ପୂର୍ଣ୍ଣ ଖବର । ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ରେ ବର୍ଷା ଲାଗି ରହିଥିବା ବେଳେ ଏହି ପରି ସ୍ଥିତି ମାତ୍ର ଦୁଇ ରୁ ତିନି ଦିନ ରହିବ ।

ଏହା ପରେ ପ୍ରବଳ ଖରା ହେବ ଏପ୍ରିଲ ରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଶଂ ସ୍ଥାନ ରେ ପାରଦ ବଢିବା ସହିତ ଆଶା ରୁ ଅଧିକ ପରିମାଣ ରେ ତାତି ଅନୁଭୂତ ହେବ IMD ର ଏହି ଆକଳନ ପରେ ରାଜ୍ୟ ଗଣଶିକ୍ଷା ବିଭାଗ ପିଲା ମାନଙ୍କ ପାଇଁ ସ୍କୁଲ ସମୟ ରେ ପରିବର୍ତନ କରିଛନ୍ତି । ରାଜ୍ୟ ସରକାର ଙ୍କ ନିସ୍ପତି କର୍ମେ ରାଜ୍ୟରେ ସରକାରୀ ଏବଂ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକ ର ଶିକ୍ଷା ବର୍ଷରେ 2023/24 ରେ ପ୍ରଥମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ । ପାଠ ପଢା କାର୍ଯ୍ୟକର୍ମ ଚଳିତ ଏପ୍ରିଲ 3 ତାରିଖ ଠୁ ଆରମ୍ଭ ହେବ ।

school

ପୁନଶ୍ଚ ଏପ୍ରିଲ 11 ତାରିଖ ଠୁ ସକାଳୁଆ ସ୍କୁଲ ହେବ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଠା ପଢିବା ପାଇଁ ସକାଳ 7.00 ରୁ ଆରମ୍ଭ ହୋଇ ଦିନ 11.30 ପର୍ଯ୍ୟନ୍ତ ଚାଲିବ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରଖି ଜିଲ୍ଲା ପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲ ରେ ,ସମୟ ନିୟମ କୁ ପରିବର୍ତନ କରିବେ ।

ତେବେ ଆଗାମୀ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରଖି ସ୍ୱଚ୍ଛ ପାନିୟ ଜଳ ଓ ଅନ୍ୟାନ୍ନ ସୁବିଧା ଯୋଗେଇ ଦେବା ପାଇଁ ନିର୍ଦ୍ଧେଶ ମଧ୍ୟ ଦିଆ ଜାଇଛି । ଯଦି ଆପଣ ମାନେ ସ୍କୁଲ ରେ ପଢୁଛନ୍ତି । ତେବେ ଅପ୍ରିଲ 11 ତାରିଖ ଠାରୁ ସକାଳୁଆ ସ୍କୁଲ ହେବାକୁ ଯାଉଛି । 7.00 ରୁ ଆରମ୍ଭ ହୋଇ ଦିନ 11.30 ପର୍ଯ୍ୟନ୍ତ ଚାଲିବ । ତେବେ ଆପଣ ମାନଙ୍କୁ ଅପଡେଟ ପସନ୍ଦ ହେଲେ ସେୟାର କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *