ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଛି କିଛି ବଡ ଖବର । ବଦଳିଲା ସ୍କୁଲ ଯିବା ସମୟ କେଉଁ ତାରିଖ ରୁ କେଉଁ ସମୟ ରେ ଯିବେ ଛାତ୍ରଛାତ୍ରୀ ଆସନ୍ତୁ ଏହି ନେଇ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।
ତେବେ ବର୍ତମାନ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ରେ ବର୍ଷା ଲାଗି ରହିଥିବା ବେଳେ ଏହି ପରି ସ୍ଥିତି ମାତ୍ର ଆଉ 2 ରୁ 3 ଦିନ ରହିବ ଏହା ପରେ ପ୍ରବଳ ଖରା ହେବ ଏହାକୁ ନଜର ରେ ରଖି ଏପ୍ରିଲ 11 ରୁ ସକାଳୁ ସ୍କୁଲ ହେବ । ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟିରେ ରଖି ଏପ୍ରିଲ 11 ରୁ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବାକୁ ନିସ୍ପତି ନିଆଜାଇଛି ।
ତେବେ ସକାଳ 7.00 ରୁ 11.30 ପର୍ଯ୍ୟନ୍ତ ଚାଲିବ ପାଠ ପଢା ତେବେ ସ୍ଥଳ ବିଶେଷ ରେ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟିରେ ରଖି ଜିଲ୍ଲା ପାଳ ମାନେ ସମୟ ନିର୍ଘଟ କୁ ବଦଳେଇ ପାରିବେ ଏହା ସହିତ ସ୍କୁଲ ରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ ସୁବିଧା ଯୋଗେଇବାକୁ ମଧ୍ୟ ନିର୍ଦ୍ଧେଶ ଦିଆଜାଇଛି । ତେବେ ସୂଚନା ଏବଂ ଲୋକ ସଂମ୍ପର୍କ ବିଭାଗ ପକ୍ଷ ରୁ ଏହି ନେଇ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି ।
ଏହିଥି ସହିତ ସୂଚନା ଦିଆଜାଉଛି ଯେ ଏପ୍ରିଲ 3 ତାରିଖ ରୁ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ଶିକ୍ଷା ବର୍ଷ ପାଇଁ ପାଠ ପଢା ଆରମ୍ଭ ହେବ । ଆଉ ଏହା ପରେ ଆଉ ଏହା ପରେ ପୁନଶ୍ଚ ଗ୍ରୀଷ୍ମ ଋତୁ ପାଇଁ ଆସନ୍ତା ଏପ୍ରିଲ 11 ରୁ ବିଦ୍ୟାଳୟ ଗୁଡିକ ର ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ସକାଳ 7.00 ରୁ ଆରମ୍ଭ ହୋଇ ଦିନ 11.30 ପର୍ଯ୍ୟନ୍ତ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।