ପାଣିପାଗ ପକ୍ଷରୁ ଆସିଲା ବଡ଼ ସୂଚନା । ୫ ପରେ କମିବ କାଳବୈଶାଖୀ ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟ କାଳବୈଶାଖୀ ପ୍ରଭାବ ରେ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ବିଭିନ୍ନ ସ୍ଥାନରେ କୁଆପଥର ପଡିବାର ଦେଖିବାକୁ ମିଳିଛି । ବିଶେଷ କରି ଢେଙ୍କାନାଳ ଏବଂ ଦାରିଙ୍ଗ୍ ବାଡି ର କିଛି କିଛି ସ୍ଥାନରେ କୁଆ ପଥର ବର୍ଷା ହେବା ସହିତ ବିଜୁଳୀ ଘଡଘଡି ହୋଇଥିବାର ଦେଖିବା ପାଇଁ ମିଳିଛି ।

ଏହା ସହିତ କନ୍ଧମାଳ ର ଦାରିଙ୍ଗ ୱାଡି ରେ 67 ମିମି ବର୍ଷା ସର୍ବାଧିକ ବର୍ଷା ଜାରି ହୋଇଛି । କଟକ ନରଗାଜି ରେ 65.2 ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ ଦଶ ପଲ୍ଲା ରେ 62.6 ମିମି ଏବଂ ଢେଙ୍କାନାଳ ରେ 60.9 ମିମି ବର୍ଷା ରେକର୍ଡ ହୋଇଛି । ଆଗକୁ ବିଶେଷ କରି ପଶ୍ଚିମା ଉପକୂଳ ଅଞ୍ଚଳ ରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ।

rains

ଏହି ଲଗାଣ ବର୍ଷାର ପରିମାଣ ଆସନ୍ତା କାଲି ଠାରୁ କମିବ ଏବଂ ଏହି କାରଣ ରୁ ଦୁଇ ତନୋଟି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ତେବେ 5 ତାରିଖ ପରେ ବର୍ଷାର ପ୍ରଭାବ ଏବଂ ପରିମାଣ କମିବ । ବର୍ତମାନ ଭୁବନେଶ୍ୱର ରେ 28.2 ଡୀଗ୍ରି ତାପମାତ୍ରା ସର୍ବାଧିକ ରେକର୍ଡ କରାଜାଇ ଥିବା ବେଳେ 5 ତାରିଖ ପରେ ଏହା 5 ରୁ 6 ଡୀଗ୍ରି ବୃଦ୍ଧି ହେବାର ଦେଖା ଦେବ । ଯାହାକି ସ୍ୱଭାବିକ ତାପମାତ୍ରା ଅଟେ ।

ରାଜଧାନୀ , ଭୁବନେଶ୍ୱର ସମେତ , କଟକ, ରାୟଗଡା , ଗଞାମ୍ , ଗଜପତି , କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ଜାରି ରହିବା ସହିତ ଏହି ସମୟ ରେ ପବନ ର ଗତି 40 ରୁ 45 କିଲୋମିଟର ବେଗରେ ରହିବା ପାଇଁ ଯାଉଛି । ଆଉ ଏହି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *