ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ କାହିଁକି ବସିଥାନ୍ତି ମା ଲକ୍ଷ୍ମୀ । ତେବେ ଧନର ଦେବି ହେଲେ ମାତା ଲକ୍ଷ୍ମୀ । ତାଙ୍କ କୃପାରୁ ବ୍ୟକ୍ତିଙ୍କ ଜିବନ ରେ ଧନ ଧାନ୍ୟ ପ୍ରାପ୍ତି ହୋଇଥାଏ । ମାତା ଲକ୍ଷ୍ମୀ ହେଲେ ଭଗବାନ ବିଷ୍ଣୁ ଙ୍କ ପ୍ରିୟା ସେହିଥି ପାଇଁ ମାଆ ସବୁ ବେଳେ ବିଷ୍ଣୁ ଙ୍କ ସହିତ ବୈକୂଣ୍ଠ ଧାମରେ ବିରାଜ ମାନ ହୋଇଥାନ୍ତି । ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟ ପରିପୂରକ ।
ଗୋଟେ ପଟେ ବିଷ୍ଣୁ ଙ୍କ ସୃଷ୍ଟିର ପାଳନ କର୍ତ୍ତା କୁୁହାଜାଉ ଥିବା ବେଳେ ଅନ୍ୟ ପଟେ ମାତା ଲକ୍ଷ୍ମୀ ଙ୍କୁ ସଞ୍ଚାର କର୍ତ୍ତା ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କ କୃପା ପଡେ ସେମାନେ ସଂସାରର ସୁଖ ଲାଭ କରନ୍ତି । ଅନେକ ଫୋଟ ରେ ଦେଖିବାକୁ ମିଳେ କି ମାଆ ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ଚରଣ ନିକଟ ରେ ବସିଥାନ୍ତି । ହେଲେ କେବେ ଆପଣ ମାନେ ଭାବିଛନ୍ତି କି ଧନର ଦେବି ହେବା ସ୍ୱତ୍ୱେ ମାଆ ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ଚରଣ ନିକଟ ରେ କଣ ପାଇଁ ବସିଥାନ୍ତି ।
ତେବେ ଆସନ୍ତୁ ଜାଣିବା ପୈରାଣିକ ମାନ୍ୟତା ଅନୁସାରେ ଥରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ଦର୍ଶନ କରିବା ଲାଗି ପହଁଚିଲେ ଦେବଶ୍ରୀ ନାରଦ ଭଗବାନ ବିଷ୍ଣୁ ନିଦ୍ରାରେ ଥିବା ସ୍ୱତେ ପ୍ରତିକ୍ଷା କରିବା ଲାଗି ଉଚିତ ମନେ କଲେ ନାହିଁ ନାରଦ ସେତେ ବେଳେ ନାରଦ ଦେଖିଲେ ଯେ ବିଷ୍ଣୁ ଙ୍କ ଚରଣ ନିକଟ ରେ ବସିଛନ୍ତି ମାତା ଲକ୍ଷ୍ମୀ । ଏହା ଦେଖି ନାରଦ ଙ୍କ ମନରେ ପ୍ରଶ୍ନ ଆସିଲା ଯେ ମାଆ ଲକ୍ଷ୍ମୀ କଣ ପାଇଁ ସବୁ ବେଳେ ବିଷ୍ଣୁ ଙ୍କ ଚରଣ ରେ ବସିଥାନ୍ତି ।
ଏହା ପରେ ନାରଦ ମୁନି ଏହି ବିଷୟ ରେ ମାତା ଲକ୍ଷ୍ମୀ ଙ୍କୁ ପଚାରିଲେ ତେବେ ମାତା ଲକ୍ଷ୍ମୀ କହିଲେ କି ସ୍ତ୍ରୀ ହାତରେ ଦେବଗୁରୁ ବୃହସ୍ପତି ବାସ କରିଥାନ୍ତି । ଏବଂ ପୁରୁଷ ଙ୍କ ଚରଣ ରେ ଦୈତଗୁରୁ ଶୁକ୍ରାଚାର୍ଯ୍ୟ । ସେହି ପରି ମାତା ଲକ୍ଷ୍ମୀ ଯେତେ ବେଳେ ବିଷ୍ଣୁ ଙ୍କ ଚରଣ ରେ ବସନ୍ତି ଏହା ଦ୍ୱାରା ଶୁଭତା ସଞ୍ଚାର ହୁଏ । ଧନର ଆଗମନ ହୁଏ ।
ସେହିଥି ପାଇଁ ମାତା ଲକ୍ଷ୍ମୀ ବିଷ୍ଣୁ ଙ୍କ ଚରଣ ନିକଟ ରେ ବସିବା ସହିତ ତାଙ୍କ ଚରଣ ମଧ୍ୟ ଦବାଇ ଥାନ୍ତି । ଯେତେ ବେଳେ ସ୍ତ୍ରୀ ପୁରୁଷ ଚରଣ ସ୍ପର୍ଷ କରନ୍ତି ସେତେ ବେଳେ ଦେବତା ଏବଂ ଦାନବ ଙ୍କ ମିଳନ ହୋଇଥାଏ । ଏହା ଦ୍ୱାରା ଧନ ଲାଭ ହୋଇଥାଏ । ତେବେ ଆପଣ ମାନେ ଜାଣିଲେ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ କାହିଁକି ବସିଥାନ୍ତି ମା ଲକ୍ଷ୍ମୀ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।