ତୁ ମୋତେ କଣ ସସ୍ତା ଭାବିଲ କି । ଏମିତି କହି ରାସ୍ତା ମଝିରେ କମେଣ୍ଟ ମାରୁଥିବା ଯୁବକଙ୍କୁ ବହେ ଛେଚିଲେ ଦୀପିକା

dipika

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ କମେଣ୍ଟ ମାରିଲୁ ତୋର ସାହସ କେମିତି ହେଲା ତୁ ମତେ କଣ ଶସ୍ତା ଭାବିଛୁ । ଏମିତି କହି ରାସ୍ତା ମଝିରେ କମେଣ୍ଟ ମାରୁଥିବା ଯୁବକ ଙ୍କୁ ବହେ ଛେଚିଲେ କଲର କୁ ଘୋଶାଡି ଗାଲ କୁ ଗାଲ କୁ ଠୋ ଠା ଚାପୁଡା ମାରିଲେ । ଡ୍ରେସ୍ ଚିରିଲେ ବୋହେ ପିଠି କୁ ପିଠିକୁ ନାଦିଦେଇ ଗଲେ । ପୋଲିସ ଅଟକେଇଲେ ବି ସା କାହାରି କଥାକୁ ସୁଣିଲେ ନାହିଁ । ମନ ଶାନ୍ତି ହେବା ଯାଏ ମାଡ ମାରିଲେ ।

ଶହ ଶହ ଲୋକ ମାନଙ୍କ ଆଗରେ କମେଣ୍ଟ ମାରୁଥିବା ଯୁବକ ଙ୍କୁ ଏମିତି ମାରିଥିଲେ କେ ଦିପିକା । ଟିକେ ଏହି ଭିଡ଼ିଓ ଆପଣ ମାନେ ଭଲ କରି ଦେଖନ୍ତୁ । କେ ଦିପିକା କେମିତି ଶହ ଶହ ଲୋକ ମାନଙ୍କ ମଧ୍ୟରେ ଏକା ସଂଙ୍ଘର୍ଷ କରୁଛନ୍ତି । ଜଣେ ଯୁବକ ଙ୍କୁ କେମିତି ଏକା ମାଡ ମାରୁଛନ୍ତି । ଅଟକାଇଲେ ବି କାହାରି କଥାକୁ ସୁଣୁ ନାହାଁନ୍ତି । ଏହି ପ୍ରଚଣ୍ଡ ରାଗ ର କାରଣ ହେଲା ଉକ୍ତ ଯୁବକ ଙ୍କୁ କେ ଦିପିକା ମାଡ ମାରିଥିଲେ । ଜାହା ପରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ।

dipika

ଦିନେ ଗଞାମ୍ ରେ ସ୍ୱାମୀ ର ଅଧିକାର ପାଇଁ ଏକା ଲଢେଇ କରୁଥିଲେ କେ ଦିିପିକା । ଆଉ ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ଦିପିକା କମେଣ୍ଟ ମରା କୁ ନେଇ ଏବେ ଚର୍ଚ୍ଚା ରେ ରହିଛନ୍ତି । ଖବର ମୁତାବକ ଜଣେ ଯୁବକ ରାସ୍ତା ମଝିରେ ଦିପିକା ଙ୍କୁ କମେଣ୍ଟ ପାସ୍ କରିଥିଲା । ବ୍ରହ୍ନପୁର ଟ୍ରାଫିକ୍ ଥନା ନିକଟସ୍ଥ ସାହୀରେ ଦିପିକା କୁ କମେଣ୍ଟ ମାରିଥିବା ନେଇ ଅଭିଯୋଗ ହୋଇଛି । କମେଣ୍ଟ ମାରିବା ପରେ ଉକ୍ତ ଯୁବକ ଙ୍କୁ ଦିର୍ଘ ସମୟ ଧରି ଦିପିକା ତାଙ୍କ ଦୋକାନ ର ରଖିଥିଲେ ।

ଏହା ପରେ ଅଟକ ଯୁବକ ଜଣଙ୍କୁ ନିଜର ସମର୍ଥକ ଙ୍କ ଦ୍ୱାରା ଆକ୍ରମଣ କରିଥିଲେ । ଏହା ପରେ ରାସ୍ତା ମଝିରେ ଦୀପିକା ଏବଂ କିଛି ଯୁବକ ମାନଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ସେପଟେ ସୂଚନା ପାଇବା ପରେ ଟାଉନ ଥାନା ପୋଲିସ ପରିସ୍ଥିତି କୁ ଆୟୋତ୍ତ କରି ଜଣେ ଯୁବକ ଙ୍କୁ ଥାନା ରେ ଅଟକ ରଖି ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *