ଝିଟିପିଟି କେଉଁଠି ପଡିଲେ ସମ୍ପତ୍ତି ପ୍ରାପ୍ତର ସଂକେତ ମିଳେ ? ଏହା ସହିତ ପଢନ୍ତୁ ଆହୁରି 20 ଟି ଅନୁଚିନ୍ତା

Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ ଜୀବନରେ ସମସ୍ୟା ଲାଗି ରହିଥାଏ । ତେବେ ସେହି ସବୁ ସମସ୍ୟା ସମାଧାନ ମଧ୍ୟ ରହିଥାଏ । ଏମିତି ଜ୍ଞାନପୂର୍ଣ୍ଣ ତଥ୍ୟ ଜାଣିବା ଏବଂ ତାହାର ପ୍ରୟୋଗ କରି ନିଜ ଜୀବନର ନୀତି ଦିନିଆ ସମସ୍ୟା ସମାଧାନ କରନ୍ତୁ । ଘରର ସମ୍ମୁଖରେ ଝୋଟି ବା ଚିତା ଆଙ୍କିବା ଦ୍ଵାରା ଘର ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ପଡିନଥାଏ । ଠାକୁର ଘର ଆଖପାଖରେ ମେଡ଼ିସିନ ରଖିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ ।

ଘରର ଐଶାନ୍ୟ କୋଣରେ ପିଲାଙ୍କ ପାଇଁ ପଢା ଘର କରିବା ଦ୍ଵାରା ପିଲାଙ୍କର ପାଠ ପଢା ଭଲ ହୋଇଥାଏ । ମଥାରେ ଚନ୍ଦନ କିମ୍ବା ସିନ୍ଧୁର ଲଗାଇବା ଦ୍ଵାରା କରା ଯାଇଥିବା ପୂଜା ଆଦି ଧାର୍ମିକ କାର୍ଯ୍ୟରେ ସୁଫଳ ମିଳିଥାଏ । ତ୍ରିମୂଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ଵାରା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଘରେଶଙ୍ଖ ଆଣି ତା’ ର ସଠିକ ଉପଯୋଗ କରିବା ଦ୍ଵାରା ହିଁ ଘରର ବାସ୍ତୁ ଦୋଷ ଦୂର ହୋଇବା ସହ ଆର୍ଥିକ ସ୍ଥିତି ଭଲ ରହିଥାଏ ।

jitu das

ତେବେ ହଳଦିଆ ରଙ୍ଗର ବେଡସିଟ ପକାଇ ଝିଅ ଶୋଇବା ଦ୍ଵାରା ବିବାଘର ଶୀଘ୍ର ହୋଇଥାଏ । ଚାକିରି ପାଇଁ ଇଣ୍ଟରଭିୟୁ ଦେବାର ଥିଲେ । ଯିବା ସମୟରେ ପାଖରେ ନାଲି ରଙ୍ଗର ରୁମାଲ ନେଇକି ଯିବା ଉଚିତ । ଧାର କରଜ କରିଥିବା ବ୍ୟକ୍ତି ମଙ୍ଗଳବାର ଦିନ ଧାର ଶୁଝିବା ଦ୍ଵାରା ବହୁତ ଶୀଘ୍ର ରୁଣମୁକ୍ତ ହୋଇପାରେ । ଅର୍ଦ୍ଧନାରୀସ୍ଵରଙ୍କୁ ପୂଜା କରିବା ଦ୍ଵାରା ନ୍ପୁଂଷକତା ଦୂର ହୋଇଥାଏ । ପ୍ରତେକ ବ୍ୟକ୍ତି ସାଧୁ ସନ୍ଥଙ୍କର ସମ୍ମାନ କରିବା ସହିତ ତାଙ୍କୁ ଦାନ ଧର୍ମ କରିଲେ ବ୍ୟକ୍ତିର ମନସ୍କାମନା ପୂରଣ ହୋଇଥାଏ ।

ଯେଉଁ ବ୍ୟକ୍ତି ନିଜ ପିତାମାତାଙ୍କର ସେବା କରିବା ଦ୍ଵାରା ତାଙ୍କର ଆଦେଶ ପାଳନ କରିଥାଏ । ବ୍ୟକ୍ତି ଜୀବନରେ ସର୍ବଦା ଶାନ୍ତି ପ୍ରାପ୍ତ କରିପାରିଥାଏ । ଶୋଇବା ଘରେ କେବେବି ଲୁଣ, ତେଲ ଓ ଝାଡୁ ଆଦି ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘର ପରିବାରର ମାନସିକ ସ୍ଥିତି ଭଲ ରହିନଥାଏ । ନାଲି ରଙ୍ଗର ରିବନ ଘରେ ମୁଖ୍ୟ ଦ୍ଵାରରେ ଟାଙ୍ଗିବା ଦ୍ଵାରା ଘର ପାଇଁ ଧନର ଆଗମନ ହୋଇଥାଏ ।

ଘରେ ଯଦି ଝିଅର ବିବାହରେ ବିଳମ୍ବ ଦେଖାଯାଉଥାଏ । ବାମ ହାତ କମ୍ପନ ହେଲେ, ଶରୀରରେ ବଳ ବୃଦ୍ଧି ହେବାର ସଂକେତ ମିଳିଥାଏ । ଡାହାଣ ହାତ କମ୍ପନ ହୋଇବା ଦ୍ଵାରା ଘରେ କଳହ ହେବାର ସୂଚନା ମିଳିଥାଏ । ବ୍ୟକ୍ତିର ଜଙ୍ଘରେ ଝିଟିପିଟି ପଡିଲେ । ସେହି ବ୍ୟକ୍ତିର ଅର୍ଥ ହାନୀ ଘଟିଥାଏ । ପାଦରେ ପଡିବା ଦ୍ଵାରା ଭ୍ରମଣ କରିବାର ସୁଯୋଗ ମିଳିଥାଏ । ବେକରେ ଝିଟିପତି ପଡିବା ଦ୍ଵାରା ବହୁ ଧନର ଆଗମନ ହୋଇଥାଏ । ମୁଣ୍ଡରେ ଝିଟିପିଟି ପଡିବା ଦ୍ଵାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *