ଫେବୃୟାରୀ 28 ରାତିରେ OYO ଖେଳ ହେଲା କି କାଳ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଡିିଜେ ଆଜେକ୍ସ ଙ୍କୁ ବ୍ଲାକ ମେଲିଂ କରାଜାଉ ଥିଲା । କୈଣସି ଏକ ନିର୍ଦ୍ଧିଷ୍ଟ ଫୋଟ ଏବଂ ଭିଡ଼ିଓ କୁ ନେଇ ରଶ୍ମିରଂଞୀନ କୁଆଡେ ଡିିଜେ ଆଜେକ୍ସ ଙ୍କୁ ବ୍ଲାକମେଲିଂ କରୁଥିଲା । ଆଉ ସବୁଠୁ ବଡ କଥା ହେଲା କି OYO ଖେଳ ହୋଇଗଲା କି କାଳ । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ହଁ ବନ୍ଧୁଗଣ ସେ ଦିନ OYO ରେ କଣ ହୋଇଥିଲା ଯେଉଁଥି ପାଇଁ ଡିିଜେ ଆଜେକ୍ସ ଜିବନ ହାରିଲେ କି । ଏମିତି କିଛି କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ବନ୍ଧୁଗଣ ଫେବୃଆରୀ 28 ତାରିଖ ଥିଲା ପ୍ରେମିକା ର ଜନ୍ମ ଦିନ ଆଉ ତା ପୂର୍ବ ଦିନ ଡାକ୍ତରାଣୀ ସାଙ୍ଗ ଘରେ ପାଳନ ହୋଇଥିଲା ଏହି ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଙ୍କ ଜନ୍ମ ଦିନ ଆଉ ପରେ ପ୍ରେମିକା ସହିତ OYO ରେ ବିତିଥିଲା ରାତି ସେ ଦିନ OYO ଖେଳ ହୋଇଗଲା କି କାଳ ।

dj

ଆଉ ସେ ଦିନ OYO ରେ ଏମିତି କଣ ଘଟିଲା ଯାହା ପାଇଁ ଡିିଜେ ଆଜେକ୍ସ ମାନଶୀକ ଚିନ୍ତାରେ ଥିଲେ । ଡିଫରେସନ ରେ ରହୁଥିଲେ । ପ୍ରେମିକ ସହିତ ଯୁକ୍ତି ତର୍କ , ବଚସା , ଆଉ ତା ପରେ ନିଜ ଜିବନ ହାରି ଦେଲା । ଆଉ ଯାହାକୁ ଆଜି ବିଶ୍ୱାସ କରିପାରୁ ନାହାଁନ୍ତି ବାପା ମାଆ ଭଉଣୀ ସାଙ୍ଗ ସାଥି କେହିବି ନୁହେଁ । ହଁ ଲକ୍ଷ ଲକ୍ଷ ଫୋଲୱାର୍ସ ବି ଏହାକୁ ବିଶ୍ୱାସ କରିପାରୁ ନାହାଁନ୍ତି ।

ସେ ଦିନ OYO ରାତିରେ କଣ ଘଟିଲା ସେ ଦିନ OYO ରୁମ ର ଭିଡ଼ିଓ କିଛି କେପ୍ଚର କରି ନେଇଥିଲା କି ଦାନ୍ତ ଡାକ୍ତରାଣୀ । ଆଉ ତା ପରେ ଏହାକୁ ନେଇ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇ ଥିଲେ ଡିଜେ ଆଜେକ୍ସ ଙ୍କୁ । ଆଉ ତାଙ୍କର ବହୁତ ଗୁ଼ଡିଏ ଫୋଲୟାର୍ସ , ଆଉ ଗୋଟେ ସୋ କଲେ ଅନେକ ଗୁଡିଏ ଟଙ୍କା ପାଉଥିଲେ ଡିଜେ ଆଜେକ୍ସ । ତାହା ଉପରେ ନଜର ଲାଗି ଜାଇ ଥିଲା କି ଦାନ୍ତ ଡାକ୍ତରାଣୀ ଙ୍କର ଏମିତି କିଛି କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *