ଦେଢ଼ ବର୍ଷର ପ୍ରେମରେ କଣ ସବୁ ଘଟିଥିଲା । ଯାହାକୁ ନେଇ ଦେଢ଼ ଶହ ପ୍ରଶ୍ନ ପଚାରିଛି ପୋଲିସ

police

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମ୍ୟାଡମ୍ ଆପଣଙ୍କର କେବେ ଆଉ କେଉଁଠି ଭେଟ ହୋଇଥିଲା । ଆପଣ ମାନେ କେମିତି ଡିଜେ ଆଜେକ୍ସ ଙ୍କ ପ୍ରେମରେ ପଡିଲେ । କିଏ ପ୍ରେଥମେ ପ୍ରେମ ନିବେଦନ କରିଥିଲା । ଆପଣ ନାଁ ଡିଜେ ଆଜେକ୍ସ । ତେବେ କେତେ ଦିନ ର ସଂମ୍ପର୍କ ଏବଂ ସଂମ୍ପର୍କ ରେ କେତେ ଥିଲା ମଧୁରତା । ଯଦି ଥିଲା ମଧୁରତା ତେବେ ସଂମ୍ପର୍କ ରେ କାହିଁକି ଆସିଲା ତିକ୍ତତା ।

ତେବେ ରଶ୍ମି ରଂଞୀନ କିଏ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୁଣିବାକୁ ମିଳିଛି ତୁମେ କୁଆଡେ ପ୍ରଥମେ ରଶ୍ମି ରଂଞୀନ ଙ୍କୁ ପ୍ରେମ କରୁଥିଲ । ପୁଣି ଡିଜେ ଆଜେକ୍ସ ଏବଂ ପରେ ପୁଣି ଥରେ ବାଉଁସ ତଳର ନିଆଁ କୁହୁଳିଲା । ତୁମର ରଶ୍ମିରଂଞୀନ ଙ୍କ ସହିତ କି ପ୍ରକାରର ସଂମ୍ପର୍କ ଥିଲା । ରଶ୍ମି ରଂଞୀନ ଙ୍କ ସହିତ ମିଳା ମିଶା କୁ ଆଜେକ୍ସ କାହିଁକି ଚିଡୁ ଥିଲା । ଆଜେକ୍ସ ତୁମକୁ ସବୁ କଣ କଣ ଦେଇଥିଲା । ଆଉ ତୁମେ ଆଜେକ୍ସ ଙ୍କୁ କଣ କଣ ସବୁ ଦେଇଥିଲ ।

dj

ସତରେ କଣ ତୁମେ ମାନେ ତାଙ୍କୁ ବ୍ଲାକ ମେଲିଂ କରିଥିଲ । ତା ଠାରୁ ଟଙ୍କା ଆଣିଥିଲ ଆଉ କିଛି ଆଜେକ୍ସ ଙ୍କ ଆପତ୍ତି ଜନକ ଭିଡ଼ିଓ ବା ଫୋଟ ରଶ୍ମି ରଂଞୀନ ଙ୍କ ପାଖରେ ଥିଲା କି । ଯଦି ଥିଲା ତେବେ ତା ପାଖକୁ କେମିତି ଗଲା ଏମିତି ଅନେକ ଗୁଡିଏ ପ୍ରଶ୍ନ ସୁନ୍ଦରୀ ପ୍ରେମିକା ଦାନ୍ତ ଡାକ୍ତରାଣୀ ଙ୍କୁ ପଚାରିଛି 2 ଘଣ୍ଟା ଧରି ପୋଲିସ । ହଁ ବନ୍ଧୁଗଣ ଯେତେ ବେଳେ ଅକ୍ଷୟ କୁମାର ଙ୍କ ମୃ-ତ୍ୟୁ ହେବାର ଦିନ ପରେ ଦିନ ଗଡି ଚାଲିଛି ସେତେ ବେଳେ ଅନେକ ନୂଆ ନୂଆ ଖବର ସାମ୍ନା କୁ ଆସିଛି ।

ଠିକ୍ ଏତିକି ବେଳେ ପୋଲିସ 2 ଘଣ୍ଟା ଧରି ପ୍ରେମିକା ଙ୍କୁ ଜେରା କରିଛି । ଆଉ ଏମିତି କୁଆଡେ 150 ଶହ ପ୍ରଶ୍ନ ପଚାରିଛି ପୋଲିସ । ଯାହା ବିଶେଷ ଶୃତ୍ର ରୁ ସୂଚନା ମିଳିଛି । ହଁ ବନ୍ଧୁଗଣ ପୋଲିସ ତଦନ୍ତ କୁ ଆଉ ପାଦେ ଆଗକୁ ନେଇଛି । ପ୍ରେମିକା ର ଘରେ ପହଁଚି ପ୍ରେମିକା କୁ ଦୁଇ ଘଣ୍ଟା ଜେରା କରିଛି । ଉଭୟ ଙ୍କ ପ୍ରେମ ର ଇତିହାସ ଆଣ୍ଡାଳିଛି ଏମାନଙ୍କ ଇତିହାସ କେତେ ଭିତରକୁ ଭେଦିଛି ତାହାକୁ ଜାଣିବାକୁ ଚେଷ୍ଟା କରିଛି ପୋଲିସ । କାରଣ ପୋଲିସ ତଦନ୍ତ କରୁଛି । ଏବଂ 150 ଶହ ପ୍ରଶ୍ନ ପଚାରି ଥିବା ବେଳେ ଜାହାକୁ ନେଇ ଏବେ ଚର୍ଚ୍ଚା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *