ଆମେ ସବୁ ଖୋଲି ଡ୍ରେସ ପିନ୍ଧିବୁ । ଆମର ସବୁ ଦେଖିବେ ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ମୁଁ ଓଡିଶା ସରକାର ଙ୍କୁ ଭୂମିଷ୍ଟ ପ୍ରଣାମ କରିବି । ଯାହାବି ନିୟମ ଲାଗୁ କଲେ ଏହିଥିରେ ପାତର ଅନ୍ତର କଣ ପାଇଁ ସବୁ ଡାଗାରେ ମେଲୁଡି ବି ହେଉଛି ତାକୁ ବି ବନ୍ଦ କରାଯାଉ । ଫିଲ୍ମ ରେ ଯେଉଁ ଆଇଟମ୍ ଡେନ୍ସ ହେଉଛି ତାକୁ ବି ବନ୍ଦ କରାଯାଉ । ଆଉ ସରକାର ଆମକୁ ଗୋଟେ ମାପ କାଠି ଦିଅନ୍ତୁ ଆମେ ଏତିକି ପିନ୍ଧିକି ନାଚିବୁ । ନଦେଲେ ନକଲେ ଆମେ କେମିତି ଜାଣିବୁ ଆମେ କେତେ ପିନ୍ଧି କରି ନାଚିବୁ ବୋଲି ।

ଆମେ ଚଢୀ ପିନ୍ଧିକି ନାଚିବୁ ନାଁ ବ୍ରା ପିନ୍ଧିକି ନାଚିବୁ କଣ ପିନ୍ଧିକି ନାଚିବୁ ତାହା ବି ସେ ସିଲେକ୍ଟ କରନ୍ତୁ । ଯେହେତୁ ସେ ନେଇ ସାରିଛନ୍ତି ତେବେ ତାହାକୁ ଅବମାନନା କରିବା ଭୁଲ ହେବ । ତେବେ ଆମେ କଣ କି ଆଇଟମ ଗାର୍ଲ । ଆମେ ଡେନ୍ସ କରିବା ବେଳେ ଆମେ ଖୋଲି ଖାଲି ଦେଉନୁ ଆଉ ଯେଉଁ ମାନେ ଖୋଲି ଖୋଲି ଦେଖଉଛନ୍ତି ସେମାନେ ମୋର ଡାଇରେକ୍ଟ ଭିଜ୍ୟୁଆଲ ବି ସେମାନଙ୍କ ଉପରେ ଚପଲ ବି ଫିଙ୍ଗା ଯାଉଛି ।

nisha

ହଁ ଏମିତି ଲ-ଙ୍ଗ-ଳା ହୋଇ ଆଇଟମ ଡେନ୍ସ କରିବା ଜଘନିୟ ଅପରାଧ ହେଲେ ଆମେ ଆମ ବର୍ଡି କଷ୍ଟଷ୍ଟ୍ରକସନ କୁ ନେଇ ଆମେ ଆମ ଡ୍ରେସ ପିନ୍ଧୁଛୁ । ଆଉ ସେହି ହିସାବ ରେ ପର୍ଫମେନ୍ସ କରୁଛୁ ଷ୍ଟେଜ୍ ଉପରେ ଷ୍ଟେଜ୍ ତଳକୁ ଜାଇ ଆମେ ମାନେ କାହାକୁ ନେଇ ଗଡ ପଡ ହେଉନୁ କି ଗଡି ଯାଉନୁ ।

ମୁଁ ଓଡିଶା ସରକାର ଙ୍କୁ ଏତିକି କହିବି ଜାହା ବି ଡିସିସନ ନେଇଛନ୍ତି ସେ ତେବେ ଏମିତି ବେଳେ ସବୁ ଜାଗାରେ ଆପ୍ଲାୟ ହେଉ । ଆଉ ନହେଲେ କେମିତି ବ୍ରା ତଳକୁ ଯିବନି ଡ୍ରେସ୍ , ପେଣ୍ଟି ତଳକୁ ଯିବନି ଡ୍ରେସ୍ ଆମକୁ ସେହି ଟାଇପ୍ ର ଡ୍ରେସ୍ ଦିଅନ୍ତୁ । ଆଉ ଏମିତି ହେଲେ ଆମେ ସ୍ୱତନ୍ତ୍ର ହିସାବରେ ଷ୍ଟେଜ୍ ରେ ନାଚିବୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *