ପିଣ୍ଟୁ ନନ୍ଦଙ୍କ ଶେଷ ଭିଡିଓ ଦେଖନ୍ତୁ ଆପଣ କାନ୍ଦି ପକାଇବେ!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପୁଣି ଆସିଲା ବହୁତ ବଡ ଦୁଖଃ ଦାୟକ ଖବର ହାଇଦ୍ରାବଦ ରେ ଯୋଶଦା ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ହେଉଥିବା ବେଳେ ପିଣ୍ଟୁ ନନ୍ଦ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମିତି ରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଜାଇଥିଲା । ଗତ କାଲି ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ ଯୋଶଦା ହସ୍ପିଟାଲ ହାଇଦ୍ରାବାଦ ଲିଭର ର ଟ୍ରାନ୍ସପ୍ଲାଣ୍ଟ ପାଇଁ ନିଆଜାଇ ଥିବା ବେଳେ ଏବଂ ବର୍ତମାନ ସମୟ ର ଯାହା ବଡ ଦୁଃଖ ଦାୟକ ଖବର ଲିଭର ଟ୍ରାନ୍ସପ୍ଲଣ୍ଟ ପୂର୍ବରୁ ଯାହା ସୂଚନା ରହିଛି ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆଁ ରେ ନାହାଁନ୍ତି ।

ରାତି ପ୍ରାୟ 12.00 ରୁ 1.00 ମଧ୍ୟରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ହୋଇଛି । ହଠାତ ମାତ୍ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ବହୁତ ଗୁରୁତ୍ୱର ହୋଇ ପଡିଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ରେ ରଖାଜାଇ ଥିଲା । ତେବେ ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ସୁଧୁରିବାରେ ଲାଗିଥିଲା ଯେତେ ବେଳେ ଦିଲ୍ଲୀରେ ଚିକିତ୍ସା ଚାଲିଥିଲା । ହେଲେ ଅଚାନକ ତାଙ୍କର ଲିଭର ରୁ ରକ୍ତ ଶ୍ରାବ ହେବା ଫଳରେ ତାଙ୍କୁ ଗୁରୁତ୍ୱର ଅବସ୍ତାରେ ହାଇଦ୍ରାବାଦ କୁ ନିଆଜାଇ ଥିଲା ।

actor pintu nanda

ତେବେ ହାଇଦ୍ରାବଦ ରେ ତାଙ୍କର ଲିଭର ଅପରେସନ ହେବାର ଥିଲା ଲିଭର ରୋଗ ରେ ସେ ପୀଡିତ ଥିଲେ । ହେଲେ ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଲା ପାଖା ପାଖି 12.00 ରୁ 1.00 ମଧ୍ୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃ-ତ୍ୟୁ ବେଳକୁ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା 45 ବୟସ ରେ ପିଣ୍ଟୁ ନନ୍ଦ ଏହ ଦୁନିଆଁ କୁ ଅଲବିଦା କହି ଚାଲିଜାଇଛନ୍ତି ।

ଏହି ଖବର ଆସିବା ପରେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସାରା ଓଡିଶା ରେ ଶୋକର ଛାୟା ଖେଳିଜାଇଛି । ଆମ ତରଫ ରୁ ଭଗବାନ ଙ୍କ ନିକଟ ରେ ତାଙ୍କର ଆତ୍ମାର ସଦଗତି ପାଇଁ ପାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *