ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ କଥାରେ ରହିଛି ବାବା ରେ ଦୁନିଆଁ ରେ ଏକା ଆସିଛୁ ଏକାହିଁ ଯିବୁ । ଆଉ ଏବେ ତହା ହିଁ ହେଲା ନାଁ ବିଶ୍ୱାସ ହେଉଛି ନାଁ ବୁଝୁଛି ମନ । ସେହି ହସ ହସ ଚେହେରା ଆଉ ରାଜକିୟ ଠାଣୀ , ଲାଇଭ ଏକ୍ସନ ସହିତ ଅଙ୍ଗେ ଅଙ୍ଗେ ଯୋଡିତ । ହେଲେ ଏବେ ଆଉ ପଛକୁ ଫେରିବନି ଫେରିବନି ସମୟ । ସବୁ ମୋହ ମାୟା ତୁଟେଇ ଆପେଣଲେ ଗୋଟିଏ ରାସ୍ତା । ସେହି ଶେଷ ସମୟ ରେ କେହି ସାଥୀ ହେଲା ନାଁ ଶେଷ ଇଚ୍ଛା ପୂରଣ ହେଲା ।
ତେବେ ନିଜର ଶେଷ ସମୟ ରେ ନିଜର ପତ୍ନୀ ଏବଂ ଦୁଇ ପୁଅ କୁ ଝୁରିଥିଲେ । କହିଥିଲେ ସୁସ୍ଥ ହୋଇଗଲେ ସେ ନିଜର ପତ୍ନୀ ଏବଂ ଦୁଇ ପୁଅ ଙ୍କ ପାଖକୁ ଫେରିଯିବେ । କିନ୍ତୁ ସ୍ୱପ୍ନ ହୋଇ ରହିଗଲା ପିଣ୍ଟୁ ନନ୍ଦ ଙ୍କ ଇଚ୍ଛା । ଅନେକ ଇଚ୍ଛା କରିଥିଲେ ଶେଷ ସମୟ ରେ ନିଜର ପତ୍ନୀ ଏବଂ ଦୁଇପୁଅ ଙ୍କୁ ଦେଖିବେ । କୁଳେଇ ନେଇ ଅନେକ କଥା କହିବେ ଆଉ ମୁଣ୍ଡରେ ହାତ ବୁଲେଇ ବହୁତ ସାରା ଆଶ୍ରୀବାଦ କରିବେ ।
ଦୈବ ର ଇଚ୍ଛା ଆଗରେ ମଣିଷ ବା କଣ କରି ପାରେ । ତେବେ ଏଠାରେ କହି ରଖିବୁ ପିଣ୍ଟୁ ନନ୍ଦ ଏବଂ ତାଙ୍କର ପତ୍ନୀ ଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ବେଳେ ପତ୍ନୀ ଙ୍କ ପାଖରେ ସାନ ପୁଅ ରହୁଥିଲା ଏବଂ ପିଣ୍ଟୁ ଙ୍କ ପାଖରେ ବଡ ପୁଅ ରହୁଥିଲା । ହେଲେ ତାଙ୍କର ଏହି ଇଚ୍ଛା ଇଚ୍ଛା ରେ ହିଁ ରହିଜାଇଛି । ମାତ୍ର 47 ବର୍ଷ ବୟସ ରେ ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲିଜାଇଛନ୍ତି ।
ତାଙ୍କର ଶେଷ ଦର୍ଶନ ପାଇଁ ଓଲିଉଡ ର ବହୁତ କଳାକାର ମାନେ ଯୋଗ ଦେଇଛନ୍ତି । ତାଙ୍କର ମୃ-ତ୍ୟୁ ରେ ସାରା ଓଡିଶା ବାସୀ ବି ଦୁଃଖ ପ୍ରକାଶ କରିଛନ୍ତି । ତେବେ ହାଇଦ୍ରାବଦ ର ଯୋଶଦା ହସ୍ପିଟାଲ ରେ ଗତ କାଲି ଅପରେସନ ହେଉଥିଲା ରାତିରେ ଏବଂ ହଠାତ ତାଙ୍କର ସ୍ୱାସ୍ଥ୍ୟ ଗୁରୁତ୍ୱ ହୋଇ ପଡିଲା ସେହିଥି ପାଇଁ ମଧ୍ୟ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା ଆଉ ସେହି ସମୟ ରେ ତାଙ୍କର ମୃ-ତ୍ୟୁ ଘଟିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।