ଆଜିର ସୁନାଦର , ଜାଣନ୍ତୁ ଓଡିଶାରେ କେତେ ରହିଛି ସୁନାର ଦାମ ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ହ୍ରାସ ଘଟିଲା ସୁନା ଦର ଯଦି ଆପଣ ମାନେ ମଧ୍ୟ ସୁନା କିଣିବାକୁ ଚାହୁଁଛନ୍ତି । ତେବେ ଆଜି ଆମ ଓଡିଶା ରେ 22 କେରେଟ ଏବଂ 24 କେରେଟ ସୁନାରେ କେତେ ଟଙ୍କା ହ୍ରାସ ଘଟିଛି ଏବଂ ନୂଆ ଦର କେତେ ରହିଛି ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।ତେବେ ବନ୍ଧୁଗଣ ଭାରତୀୟ ବଜାର ରେ ଅନେକ ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି । ଯାହାକି ସୁଧ ସୁନା ଦାମ୍ ରେ ଆଜି ମଧ୍ୟ 920 ଟଙ୍କା ହ୍ରାସ ହୋଇଥିବା ବେଳେ 22 କେରେଟ ସୁନା ରେ 740 ଟଙ୍କା ହ୍ରାସ ଦେଖିବାକୁ ମିଳିଛି ।

ତେବେ ଆସନ୍ତୁ ଜାଣିନେବା ଯାହାକି ଆମ ରାଜଧାନୀ ଭୁବନେଶ୍ୱର 22 କେରେଟ ସୁନା ର ଦାମ୍ 10 ଗ୍ରାମ୍ ପିଛା 51 ହଜାର 500 ଟଙ୍କା ରହିଥିବା ବେଳେ ସୁଧ ସୁନା 24 କେରେଟ ଦାମ୍ ରେ 58,220 ଟଙ୍କା ଦେଖିବାକୁ ମିଳିଛି । ଏହା ଥିଲା ରାଜଧାନୀ ଭୁବନେଶ୍ୱର ର ଅର୍ଥାତ ଓଡିଶା ର ସୁନା ଦର ।

gold

ଏହା ଛଡା ଭାରତ ର ଅନ୍ୟାନ ସହର ମାନଙ୍କରେ ଯେମିତି କି ଦିଲ୍ଲୀର ସର୍ଫା ବଜାର ରେ ଆଜି ମଧ୍ୟ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଠିକ୍ ସେମିତି 22 କେରେଟ ସୁନା ର ଦାମ୍ 10 ଗ୍ରାମ ପିଛା 22,800 ଟଙ୍କା ରହିଥିବା ବେଳେ ସୁଧ ସୁନା 24 କେରେଟ ଦାମ୍ ରେ 56,900 ଟଙ୍କା ଦେଖିବାକୁ ମିଳିଛି ।

ଏହା ସହିତ ମୁମ୍ବାଇ ର ମୋଲ୍ଟି କମ୍ୟୁନିଟି ଏକ୍ସଚେଞ୍ ରେ ଆଜିବି ଅନେକ ମାତ୍ରାରେ ପରିବର୍ତନ ଘଟିଛି । ମୁମ୍ବାଇ ର ସୁଧ ସୁନା 24 କେରେଟ ଦାମ୍ ରେ ଆଜି 58,700 ଶହ ଟଙ୍କା ରହିଥିବା ବେଳେ 22 କେରେଟ ର ଦାମ୍ ରେ 10 ଗ୍ରାମ ପିଛା 52,300 ଟଙ୍କା ରହିଛି । ତେବେ ଯଦି ଆପଣ ମାନେ ବି ସୁନା କିିଣିବାକୁ ଚାହଁଥିବେ ତେବେ ଏହି ଦର ଦେଇ ଆପଣ ମାନେ କିଣି ପାରିବେ ଆମ ରାଜଧାନୀ ଭୁବନେଶ୍ୱରରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *