ଆଜିର ସବୁଠୁ ବଡ ଖବର । ଶିଘ୍ର ଦେଖି ନିଅନ୍ତୁ ଏବେ ହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ମାଲାମାଲ ହେବେ ରାସନ କାର୍ଡ ଧାରୀ ଏବେ ଚାଉଳ , ଗହମ ସହିତ ଏହି ସାମଗ୍ରୀ ମଧ୍ୟ ମିଳିବ ମାଗଣା । ଜାରି ହେଲା ନୂଆ ନିର୍ଦ୍ଧେଶ ରାସନ କାର୍ଡ ହୀତାଧିକାରୀ ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଖୁସୀ ଖବର ଯଦି ଆପଣ ମାନେ ମାଗଣା ରାସନ ସେବା ର ଫାଇଦା ଉଠାଉଛନ୍ତି । ତେବେ ସରକାର ଏବେ ଆପଣ ମାନଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୃତ କରିବା ପାଇଁ ଯାଉଛନ୍ତି । ଯାହା ଫଳ ରେ ମାଗଣା ଗହମ ଚାଉଳ ସହିତ ଆଉ କିଛି ସାମଗ୍ରୀ ଆପଣ ମାନଙ୍କୁ ମାଗଣା ରେ ମିଳିବ । ଏହା ସହିତ ଅନ୍ୟାନ ସାମଗ୍ରୀ ଆପଣ ମାନେ ଅତି କମ୍ ମୂଲ୍ୟରେ ପାଇଯିବେ ।

Ration

ତେବେ ଖାଦ୍ୟ ମନ୍ତ୍ରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବି ଅନେକ ସୁବିଦା ଯୋଗେଇ ଦିଆଯାଉଛି । ଏହି ପର୍ଯ୍ୟାୟ ଉତ୍ତରାଖଣ୍ଡ ସରକାର 23 ଲକ୍ଷ ପରିବାର କୁ ମାଗଣା ରାସନ ବ୍ୟତିକ କମ୍ ମୂଲ୍ୟ ର ଚିନି ଏବଂ ଲୁଣ ଯୋଗେଇ ଦେବାକୁ ଯୋଜନା କରୁଛନ୍ତି । ପ୍ରତ୍ୟୋକ ରାସନ କାର୍ଡ ଧାରୀ ଙ୍କୁ ଚାଉଳ , ଗହମ ସହିତ ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ବି ଯୋଗେଇ ଦାବାକୁ ରାଜ୍ୟ ସରକାର କହିଛନ୍ତି ।

ପରିବର୍ତି ଖବର ଟି ହେଲା ମିଳିବ ଛାତ୍ରବୃତ୍ତି ମେଧାବି ଛାତ୍ର ପ୍ରତ୍ସାହନ ଯୋଜନା ରେ ଖର୍ଚ୍ଚ ହେବ 800 ଶହ କୋଟି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ସଂଖ୍ୟା ଲଘୁ ଏବଂ ପଛ ବର୍ଗ କଲ୍ୟାଣ ନିମନ୍ତେ ମୂଖ୍ୟ ମନ୍ତ୍ରୀ ପ୍ରତିଶୃତି ବଧ । ତେବେ ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକ ମାନଙ୍କ ଶଶକ୍ତିକରଣ ଲାଗି ଉପେକ୍ଷିତ ଲୋକ ମାନଙ୍କ ପାଇଁ ବଳିଷ୍ଟ ଅସ୍ତ୍ର ଏବଂ ଗୁଣାତ୍ମକ ଶିକ୍ଷା କୁ ଶଶକ୍ତି କରଣ କରିବା ନିମନ୍ତେ ମେଧାବି ଛାତ୍ରଛାତ୍ରୀ ବୃତ୍ତି ଏବଂ ମାସିକ ଛାତ୍ରବାସ ନିର୍ମାଣ ଏବଂ ପଢିବା ଲେଖିବା ଶିକ୍ଷା ସାମଗ୍ରୀ ଅନଲାଇନ ଶିକ୍ଷା ଦାନ ବ୍ୟବସ୍ଥା ଜିବିକା ଅର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଜାଇଛି ।

ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ପଛ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି ଯେ ମେଧାବି ଛାତ୍ର ପ୍ରତ୍ସାହନ ଯୋଜନା ରେ ଖର୍ଚ୍ଚ ହେବ 811 ଶହ କୋଟି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ସଂଖ୍ୟା ଲଘୁ ଏବଂ ପଛ ବର୍ଗ କଲ୍ୟାଣ ନିମନ୍ତେ ମୂଖ୍ୟ ମନ୍ତ୍ରୀ ପ୍ରତିଶୃତି ବଧ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *