ଭୋଟର ID ସାଟିପିକେଟ ଥିଲେ ମିଳିବ ଏହିସବୁ ଫାଇଦା

Sveep

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଭୋଟର ଆଇଡି ସାର୍ଟିଫିକେଟ ଡାଉନ ଲୋର୍ଡ । ଆପଣ ମାନେ କେମିତି କରି ପାରିବେ କେଉଁ କାମରେ ଲାଗିବ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଜଣେଇବୁ । ଯେମିତି କି ଆପଣ ମାନେ ଜାଣିଥିବେ ପୂର୍ବରୁ ଜାନୁଆରୀ 26 ଏବଂ ଅଗଷ୍ଟ 15 ମାନଙ୍କରେ ଏକ ସାର୍ଟିଫିକେଟ ଡାଉନଲୋର୍ଡ କରି ଆପଣ ମାନେ ସମସ୍ତେ ସେୟାର କରି ଥିବେ ।

ଠିକ୍ ସେମିତି ଆସିଜାଇଛି ଭୋଟର ଆଇଡି ସାର୍ଟିଫିକେଟ ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହା କେମିତି ଡାଉନଲୋର୍ଡ କରିବା ସହିତ ଏହାକୁ ଆପଣ ମାନଙ୍କ କେଉଁ କାମରେ ଆସିବ ସେହି ବିଷୟ ରେ ଜାଣିନେବା ।

Sveep

ପ୍ରଥମେ ଏକ ବ୍ରାଉଜର ରେ ସର୍ଚ୍ଚ କରିବେ ECI Sveep ତେବେ ପ୍ରଥମେ ଆପଣ ମାନଙ୍କୁ ଏକ ୱେବସାଇଟ ଆସିବ ECISveep.inc.in ରେ କ୍ଲିକ୍ କରିବେ ଏବଂ ପରେ ଆପଣ ମାନଙ୍କୁ ୱେବସାଇଟ ମଧ୍ୟରେ ଭୋଟର ପ୍ଲେଜ୍ ଏବଂ ପରେ ଆପଣ ମାନଙ୍କୁ ଦେଖିବାକୁ ମିଳିବ କି ନିଜର ନାମ ଦେବେ ଏବଂ ପରେ କେପ୍ଚା ଫିଲପ୍ କରିବେ । ଏବଂ ପରେ ଆପଣ ମାନେ ସମିଟ ରେ କ୍ଲିକ୍ କରି ପ୍ଲେଜ୍ ଟୋକନ ନେବେ । ଏବଂ ପରେ ଆପଣ ମାନଙ୍କ ପାଖକୁ ଏକ ସାର୍ଟିଫିକେଟ ଆସିଯିବ ।

ଏବଂ ଆପଣ ମାନେ ଏହାକୁ ଡାଉନଲୋର୍ଡ କରି ପରିବେ । ତେବେ ଏହାର ବ୍ୟବହାର ଆପଣ ମାନେ ଫେସବୁକ୍ , ଟୁଇଟର, ୱାର୍ଟସପ୍ ରେ ସେୟାର କରି ପାରିବେ । ହଁ ଆପଣ ମାନଙ୍କୁ କହିଦେବୁ କି ଏହା ଡାଉନଲୋର୍ଡ କରିବା କୈଣସି ବାଧ୍ୟତା ମୂଳକ ନୁହେଁ । ଏହାକୁ କେବଳ ଆପଣ ମାନେ ସେୟାର ପୋର୍ପସ୍ ରେ ଆପଣ ମାନେ ଫେସବୁକ୍ , ଟୁଇଟର, ୱାର୍ଟସପ୍ ରେ ସେୟାର କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *