ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ୍ଧ ଠୁ ନ ଥିଲା ହାତ ଆଉ ଏବେ ଲାଗିଲା ଦୁଇଟି ସତ ସତିକା ହାତ । ହଁ ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ କଥାଟି ସତ ଅଟେ । ପ୍ରାୟ 16 ଘଣ୍ଟା ଧରି ଅତି ନିକ୍ଷୁଣତା ର ସହିତ ମୁମ୍ବାଇ ର ଗ୍ଲୋବାଲ ହସ୍ପିଟାଲ ରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଛନ୍ତି ।
ରାଜସ୍ତାନ ର ଆଜ୍ମିର କ 33 ବର୍ଷିୟ ଯୁବକ ପ୍ରେମା ରାମ ସେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଜିବନ । ପ୍ରାୟ ଦଶନ୍ଦି ହେବ ପ୍ରେମା ନନ୍ଦ ଙ୍କ ହାତ ନ ଥିବା ବେଳେ ଅସାବଧାନତା ବସତ ତାଙ୍କର ହାତ ବିଦ୍ୟୁତ ସଂସ୍ପର୍ଶ ରେ ଆସି ପୋଡି ଜାଇ ଥିଲା । ଆଉ ଡାକ୍ତର ତାଙ୍କ ଜିବନ ବଞ୍ଚେଇବା ପାଇଁ କାନ୍ଧ ଠାରୁ ସଂମ୍ପର୍ଣ୍ଣ ହାତକୁ କାଟି ଅଲଗା କରି ଦେଇଥିଲେ ।
ହାତ କଟିଯିବା ପରେ ତାଙ୍କ ଜିବନ ରେ ଅନ୍ଧକାର ଛାଇ ଜାଇଥିଲା । ଦୈନ ଦିନ ନିତ୍ୟକର୍ମ ପାଇଁ ବି ସେ ପର ଉପରେ ନିର୍ଭର କରୁଥିଲେ । ଅନ୍ୟର ବିନା ସହଯୋଗ ରେ ସେ କୈଣସି କାମ କରି ପାରୁ ନଥିଲେ । ପ୍ରାୟ 10 ବର୍ଷ ଧରି ଏମିତି ଅଭିଷପ୍ତ ଜିବନ ବିତେଇବା ପରେ ଏବେ ବିଜ୍ଞାନ ତାଙ୍କୁ ଦେଇଛି ନୂଆ ଜିବନ ।
ତେବେ ମୁମ୍ବାଇ ର ଗ୍ଲୋବାଲ ହସ୍ପିଟାଲ ରେ ତାଙ୍କର ବିରଳ ଅସ୍ତ୍ର ପ୍ରଚାର ଏହି ଅସ୍ତ୍ର ପ୍ରଚାର ସାରା ଦେଶରେ ଚିକିତ୍ସା ବ୍ୟବସ୍ଥାରେ ଏକ ମାଇଲ ଖୁଣ୍ଟ ବୋଲି ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ 16 ଘଣ୍ଟା ଧରି ଅତି ନିକ୍ଷୁଣତା ର ସହିତ ମୁମ୍ବାଇ ର ଗ୍ଲୋବାଲ ହସ୍ପିଟାଲ ରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଛନ୍ତି । ଆଉ ଏହିଥିରେ ତାଙ୍କୁ ମିଳିଛି ବିରାଟ ସଫଳତା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।