ଫୋନରେ କଥା ହେଉଥିଲେ ମହିଳା, ଏକୁଟିଆ ଦେଖି ଚୁ-ମ୍ବନ ଦେଇ ଦୌଡିଲା ଯୁବକ ।

cuma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତାରେ ଛିଡା ହୋଇଥିଲେ ମହିଳା ଏକୁଟିଆ ଦେଖି କିସ୍ କଲେ ଯୁବକ ସିସିଟିଭି ରେ କୟେଦ୍ ହେଲା ଚିତ୍ର । ଯେଉଁଥି ପାଇଁ ସେହି ଅଞ୍ଚଳ ରେ ମହିଳା ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଜାଇଛି । ମହିଳା ମାନଙ୍କୁ ଏକୁଟିଆ ଦେଖି ଏହି ବ୍ୟକ୍ତି ସେମାନଙ୍କୁ ଚୁମ୍ବନ ଦେଇ ଚାଲିଜାଉଛି ।

ବାସ୍ତବରେ ଜାମୁଇ ର ସାହାରା ହସ୍ପିଟାଲ ପରିସର ରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ଜଣେ ମହିଳା ସ୍ୱାସ୍ଥ କର୍ମି ସଦର ଡାକ୍ତର ଖାନା ପରିସର ରେ ଫୋନ ରେ କାହା ସହିତ କଥା ହେଉଥିଲେ । ଏହି ସମୟ ରେ ଜଣେ ଯୁବକ ପାଖକୁ ଆସି ମହିଳା ସ୍ୱାସ୍ଥ କର୍ମି ଙ୍କୁ ଚୂମ୍ବନ ଦେଇଥିଲେ । ଆଉ ଠେଲି ଦେବାରୁ ସେଠାରୁ ପଳେଇ ଜାଇ ଥିଲେ ।

women a

ଯଦିଓ ଏହି ଯୁବକ ଙ୍କର ଲଜ୍ୟାଜନକ କାର୍ଯ୍ୟ ଏବେ ସିସିଟିଭି ରେ କୟେଦ୍ ହୋଇଛି । ଏହି ମାମଲା ରେ ପୀଡିତା ଟାଉନ ଥାନା ରେ ଏତଲା ଦାୟାର କରିଛନ୍ତି । ଆଉ ନ୍ୟାୟ ପାଇଁ ଆବେଦନ ମଧ୍ୟ କରିଛନ୍ତି । ବର୍ତମାନ ପୋଲିସ ସେହି ବ୍ୟକ୍ତି କୁ ଖୋଜିବା ପାଇଁ ଛାନବିନ୍ ଆରମ୍ଭ କରିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଅଭିଯୁକ୍ତ ଯୁବକ କୁ ଶ୍ରୀଘ୍ର ଗିରୋଫ କରିବା ପରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ଯେଉଁ ମାନେ ଏମିତି ଖରାପ କାର୍ଯ୍ୟ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଘଟଣା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳିଜାଇଛି । ସିସିଟିଭି ଫୁଟେଜ୍ ସାହାଯ୍ୟ ରେ ପୋଲିସ ଅଭିଯୁକ୍ତ କୁ ଧରିବାକୁ ଚେଷ୍ଟା କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *