ଚାଷୀ ଭାଇ ମାନଙ୍କ ପାଇଁ ରାଜ୍ୟ ସରକାର କଲେ ବଡ଼ ଘୋଷଣା । ଶିଘ୍ର ଦେଖନ୍ତୁ…

Sabji Cooler

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ସରକାର ଚାଷୀ ଭାଇ ମାନଙ୍କ ପାଇଁ ଦେଲେ ବଡ ଖୁସୀ ଖବର ଖୁବ ଶୀଘ୍ର ଚାଷୀ ଙ୍କୁ ମିଳିବାକୁ ଯାଉଛି ଶବୁଜ କୁଲର । ଆସନ୍ତୁ କଣ ରହିଛି ଚାଷୀ ଭାଇ ମାନଙ୍କ ପାଇଁ ବଡ ଘୋଷଣା ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ରାଜ୍ୟରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଙ୍କୁ 70 ପ୍ରତିଶତ ରିହାତି ରେ ମିଳିବ ଶବୁଜ କୁଲର । ଯେଉଁ ଅମଳ କୁଲର ରେ ତାଙ୍କ ସବୁଜ ପନି ପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ । ଏହି ନେଇ ନୋଟିସ ବାହାରି ସାରିଥିବା ବେଳେ ଆସନ୍ତା 1 ତାରିଖ ରୁ ଚାଷୀ ମାନେ ଏହି ନେଇ ଉପକୃତ ହେବେ । ଏହି ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାୟିଁ ।

Sabji Cooler

ଏହା ସହିତ ଗୃହରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ରାଜ୍ୟରେ 97 ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡିଥିବା ବେଳେ 36 ଟି ସଚଳ ରହିଛି । ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାର କୁ ସଚଳ କରିବା ସମ୍ଭବ ନୁହେଁ । ତେଣୁ ଅଚଳ କୁ ସଚଳ କରିବା ବ୍ୟୟ ବହୁଳ ଅଟେ ତେବେ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ କୁ ଦୂର କରିବା ପାଇଁ ରାଜ୍ୟରେ 1 ହଜାର ଟି ଶୀତଳ ଭଣ୍ଡାର ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି ।

ଯାହାକି ସୈର ଚାଳିତ ଯନ୍ତ୍ର ଦ୍ୱାରା ଚାଳିତ ଅଟେ । ଏହାକୁ ପଞ୍ଚାୟତ ରାଜ ଏବଂ ପଞ୍ଚାୟତ ରାଜ ବିଭାଗ , ସ୍ୱୟଁ ସ୍ୱହାୟକ ଗୋଷ୍ଟୀ ଙ୍କ ଦ୍ୱାରା ଚାଲିବ ବୋଲି ବିଧାନ ସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ପ୍ରତ୍ତାପ ସ୍ୱାୟିଁ ଏହା ସହିତ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସବ୍ଜି କୁଲର ଯାହା ମଧ୍ୟ ସମସ୍ତ ଚାଷୀ ମାନଙ୍କୁ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *