କାଲି ଅଳ୍ପ ହୋଇଥିଲା ହେଲେ ଆଜି ପ୍ରବଳ କୁଆପଥର ବର୍ଷିବା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଘଡଘଡି ମାରିଥିଲା ବିଜୁଳୀ ବି ଚମକିଥିଲା । ପବନ ବହିଥିଲା କୁଆପଥର ବର୍ଷା ହୋଇଥିଲା । କୁଆପଥର ଏତେ ଜୋର ରେ ବର୍ଷା ହୋଇଥିଲା । ଯେ ରାସ୍ତା ଉପରେ ଧଳା ଚାଦର ବିଛେଇ ହେବା ପରି ମନେ ହେଉଥିଲା । ହଁ ବନ୍ଧୁଗଣ ଆଜି ବି ଏବଂ ଆସନ୍ତା କାଲି ବି ଅନେକ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଜାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

20 ତାରିଖ ଯାଏ କୋହଲା ପାଗ ସହିତ ବର୍ଷା ହେବ । କୁଆ ପଥର ବର୍ଷା ହେବ । ପବନ ବହିବ ବିଜୁଳୀ ଚମକିବ । ଘଡଘଡି ମାରିବ । ହଁ ବନ୍ଧୁଗଣ ଦୁଇ ଦିନ ତଳେ ପାଗ ମେଘୁଆ ରହିଥିବା ବେଳେ ପଶ୍ଚିମ ଓଡିଶା ର କିଛି ଜିଲ୍ଲାରେ ବିଜୁଳୀ ଘଡଘଡି ସହିତ ବର୍ଷା ଜୋର ଦାର ହୋଇଛି । ଆସନ୍ତା 19 ତାରିଖ ଯାଏ ଏମିତି ପାଗ ରହିବ ବୋଲି । ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

rains

ଆଉ 18 ତାରିଖ ରେ ରାଜ୍ୟର 6 ଜିଲ୍ଲାରେ କୁଆ ପଥର ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାକୁ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ବାଙ୍ଗଲାଦେଶ ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିଂ ବଳୟ ମଧ୍ୟ ଦେଇ ଏକ ଟ୍ରପ୍ ଲାଇନ ଗତି କରୁଛି । ଏହି ଟ୍ରପ୍ ଲାଇନ ପଶ୍ଚିମ ବଙ୍ଗ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଗତି କରୁଛି । ଆଉ ଏହାର ପ୍ରଭାବ ରେ ରାଜ୍ୟରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବା ସହିତ ପାଗ କୋହଲା ରହିଛି ।

ଆସନ୍ତା କାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା , ରାୟଗଡା , ଗଜପତି , ଗଞାମ୍ , ନବରଙ୍ଗପୁର , କନ୍ଧମାଳ , କେଉଁଝର , ମୟୁରଭଞୀ , ଏବଂ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳୀ ଘ଼ଡଘ଼ି ସହିତ ବର୍ଷା ହେବ 40 ରୁ 50 କିଲୋମିଟର ବେଗରେ ପବନ ବହିବ । ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ତେବେ ସବୁଠୁ ବଡ କଥା ହେଲା ଆସନ୍ତା 3 ଦିନ ରେ ରାଜ୍ୟର ଦିନର ତାପମାତ୍ରା 2 ରୁ 4 ଡୀଗ୍ରି ପର୍ଯ୍ୟନ୍ତ କମିବ 2 ତାରିଖ ରେ ପାଗରେ ପରିବର୍ତନ ହୋଇ ପାରେ ବୋଲି ପୂର୍ବାନୁମାନ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *